Home ଦେଶ ବିଦେଶ ଝାଡ଼ଖଣ୍ଡ

ଝାଡ଼ଖଣ୍ଡ

Jharkhand

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ...

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ...

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ ।...

ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା

ଡୁମକା: ଇଣ୍ଟରନେଟ୍ ନ ପାଇ ଅନଲାଇନ୍ କ୍ଲାସରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷକ ନେଇଛନ୍ତି ଏକ ଭିନ୍ନ ପଦକ୍ଷେପ । ମାର୍ଚ୍ଚରୁ କରୋନାଭାଇରସ୍ ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ସେମାନେ ଛାତ୍ର ଘରକୁ ନେଇଯାଇଛନ୍ତି ଶ୍ରେଣୀଗୃହ । ଶିଶୁ ଘରର ବାହ୍ୟ କାନ୍ଥଗୁଡ଼ିକ...

ଫୋନ୍ କଲେ ଅଧା ରିଙ୍ଗରେ ରିସିଭ କରିବେ ଧୋନୀ !

ରାଂଚି: ବିଶ୍ୱର ଏକମାତ୍ର କ୍ରିକେଟ ଅଧିନାୟକ ଧୋନୀ । ଯିଏ ହାସଲ କରିଥିଲେ ସମସ୍ତ ଆଇସିସି ବିଶ୍ୱକପ୍ ଟ୍ରଫି । ବ୍ୟକ୍ତିଗତ ହେଉ କି କ୍ରିକେଟ୍ ପଡିଆ, ସବୁବେଳେ ଲୋ-ପ୍ରୋଫାଇଲରେ ରହିବାକୁ ସେ ପସନ୍ଦ କରନ୍ତି । ଅନେକ କ୍ରିକେଟର୍ ଖୋଦ ନିଜ...

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ସୋସିଆଲ୍ ମିଡିଆରେ ସେୟାର କଲେ ଧୋନୀ !

ରାଂଚି: ଅଗଷ୍ଟ ୧୫'ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ସେବେଠାରୁ ଅନେକ କ୍ରିକେଟର୍ ଓ ଅଗଣିତ ଫ୍ୟାନ ତାଙ୍କ ପ୍ରଶଂସାରେ ଶତମୁଖ । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଧୋନୀଙ୍କ ସନ୍ୟାସ ଘୋଷଣାନାମାକୁ ବିଶ୍ୱାସ ବି କରିପାରିନଥିଲେ ।...

ସାଂଘାତିକ ବିଶ୍ୱାସ, ବୋହୂ ପାଇଁ ଜିଭ କାଟିଲା ଶାଶୁ !

ରାଂଚି: ଅନ୍ଧବିଶ୍ୱାସରେ ଅନ୍ଧ । ଭକ୍ତି ବଦଳରେ ଭଗବାନଙ୍କୁ ଚଢାଇଥିଲେ ରକ୍ତ । ନିଜ ବୋହୁକୁ ଫେରିପାଇବା ପାଇଁ ଜଣେ ଶାଶୁର ଚକିତକର କାରନାମା ଝାଡଖଣ୍ଡରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସଂଧ୍ୟାରେ ଷଢେଇକଳା ଖରସୁଆଁ ଜିଲ୍ଲାରେ ଲକ୍ଷ୍ମୀ ନିରଳା ନାମକ ଜଣେ...

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଏମ୍ ଏସ୍ ଧୋନୀ !

ରାଞ୍ଚି: ବ୍ଲିଡ୍ ବ୍ଲୁ ଅବତାରେ ଆଉ ନଜର ଆସିବେନି ମିଷ୍ଟର କୁଲ୍ ଏମ୍ ଏସ୍ ଧୋନୀ । ଶେଷରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଭାରତର ପୂର୍ବତନ ଅଧିନାୟକ । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ...

ଝାଡଖଣ୍ଡରେ ହେମନ୍ତ ସୋରେନ ସରକାରଙ୍କୁ କଂଗ୍ରେସ ଦଳର ୯ ବିଧାୟକଙ୍କ ବିରୋଧ !

ରାଂଚି: ଝାଡଖଣ୍ଡରେ ମେଂଟ ସରକାର ଉପରେ ବିପଦ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ବିଧାୟକ ବିଦ୍ରୋହ କରିଛନ୍ତି । ସେମାନେ ଜେଏମଏମ ମୁଖ୍ୟ ସୋରେନଙ୍କ କାର୍ଯ୍ୟକଳାପ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ...

ଭିଡିଓ ଖାକି ବର୍ଦ୍ଦିର ଦାଦାଗିରି, ଯୁବତୀଙ୍କୁ ପୋଲିସ ବାବୁଙ୍କ ନିିର୍ଘାତ ମାଡ !

ଝାଡଖଣ୍ଡ: ରକ୍ଷକ ସାଜିଛି ଭକ୍ଷକ । ନିଜ ସମସ୍ୟା ନେଇ ଥାନାକୁ ଯାଇଥିବା ଜଣେ ଯୁବତୀଙ୍କୁ ଥାନା ଅଧିକାରୀଙ୍କ ନିର୍ଘାତିଆ ମାଡ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ଯାଂଚ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ । ପ୍ରେମ ବିବାହ ସମ୍ଭନ୍ଧୀୟ...

ସାହିତ୍ୟ