Latest Odisha News

BREAKING NEWS

ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ପୂନର୍ବାର ଏସିଆର ଏକ ନମ୍ବର ଶିଳ୍ପପତି ହୋଇଛନ୍ତି । ପେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇଛନ୍ତି । ଫେସ୍‌ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍ ମା ଥିଲେ । ଫେସବୁକ୍ ସହିତ ଚୁକ୍ତି ପରେ ମୁକେଶଙ୍କ ସମ୍ପତ୍ତି ୪୭୦ କୋଟି ଡଲାର ବୃଦ୍ଧି ହୋଇ ୪୯୨୦ କୋଟିରେ ପହଞ୍ଚିଛି ।

BjdElectrycity

ଏହା ସହିତ ମୁକେଶଙ୍କ ସମ୍ପତ୍ତି ଜ୍ୟାକ୍‌୍ ମାଙ୍କଠାରୁ ୩୨୦ କୋଟି ଡଲାର ଅଧିକ ହୋଇଥିବା କୁହାଯାଉଛି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏପ୍ରିଲ୍ ୨୧ ସୁଦ୍ଧା ମୁକେଶଙ୍କ ସମ୍ପତ୍ତିରେ ୧୪ ଶହ ଡଲାର ପର‌୍ୟ୍ୟନ୍ତ ହ୍ରାସ ପାଇଥିଲା । ସେହିପରି ଜ୍ୟାକ୍‌ଙ୍କ ସମ୍ପତ୍ତି ମଧ୍ୟ ଏହି ସମୟରେ ଶହେ କୋଟି ଡଲାର କମିଥିବା କୁହାଯାଉଛି ।

Leave A Reply

Your email address will not be published.