Latest Odisha News

BREAKING NEWS

ମୁକ୍ତେଶ୍ଵର ନୃତ୍ୟ ଉତ୍ସବ: ଆଜି ସନ୍ଧ୍ୟାରେ ପରିବେଷିତ ଚିତାକର୍ଷକ ଓଡିଶୀ ନୃତ୍ୟର କିଛି ଝଲକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ୩ୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଛନ୍ତି।

ଆଜି ସନ୍ଧ୍ୟାରେ ଓଡିଶୀ ନୃତ୍ୟଶିଳ୍ପୀ କୁନମୁନ ମହାନ୍ତି ଓ ତାଙ୍କ ଗ୍ରୁପ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ନୃତ୍ୟର କିଛି ଝଲକ୍ ଫଟୋ ମାଧ୍ୟମରେ ଦେଖନ୍ତୁ…

 

 

 

Leave A Reply

Your email address will not be published.