Latest Odisha News

‘ନରେନ୍ଦ୍ର ମୋଦି ପୂର୍ବଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ’

ଭୁବନେଶ୍ୱର: ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦି ହୋଇଛନ୍ତି ବୋଲି ଆଜି ସଂସଦରେ ଏଭଳି ଅଜବ ଯୁକ୍ତି ବାଢିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ ।

ବରଗଡ଼ ସାଂସଦ ଆହୁରି କହିଛନ୍ତି ଯେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ରହୁଥିବା ଗିରିଜା ବାବା ମୋତେ କହିଛନ୍ତି ଯେ, ପୂର୍ବଜନ୍ମରେ ଯିଏ ଛତ୍ରପତି ଶିବାଜୀ ମହାରାଜ ଥିଲେ ଏ ଜନ୍ମରେ ନରେନ୍ଦ୍ର ମୋଦୀ ହୋଇ ଜନ୍ମ ହୋଇଛନ୍ତି । ସେଥିପାଇଁ ଦେଶକୁ ବିକଶିତ କରିବା ଦିଗରେ ଲାଗି ପଡିଛନ୍ତି ମୋଦି ।

ତେବେ ସାଂସଦ ପ୍ରଦୀପ ପୁରୋହିତଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଚାରଆଡେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.