Latest Odisha News

BREAKING NEWS

ନାସାର ଓସିରିସ୍‌-ରେକ୍ସ ଆଷ୍ଟରୟେଡ ବେନକୁ ଛୁଇଁଲା, ଜାପାନ ପରେ ଆମେରିକାକୁ ବଡ ସଫଳତା

ନ୍ୟୁୟର୍କ: ଆମେରିକା ସ୍ପେଶ ଏଜେନ୍ସି ବୁଧବାର ଆଉ ଏକ ସଫଳତା ହାସଲ କରିଛି । ଜାପାନର ପରେ ଦ୍ୱିତୀୟ ଦେଶ ଭାବେ ନାସାର ମହାକାଶଯାନ ଓସିରିସ୍‌-ରେକ୍ସ ମହାକାଶରେ ଆଷ୍ଟରୟେଡ ବେନୁକୁ ଛୁଇଁବାରେ ସଫଳ ହୋଇଛି । ଏଥିରୁ ନମୁନା ମଧ୍ୟ ସଂଗ୍ରହ କରିଛି ଓସିରିସ୍‌-ରେକ୍ସ । ନାସାର ଏହି ମହାକାଶଯାନ ଗ୍ରାଉଣ୍ଡ କଂଟ୍ରୋଲରୁ ୪/୫ ଘଂଟା ମଧ୍ୟରେ କକ୍ଷପଥରୁ ବେନୁ ପୃଷ୍ଠରେ ପଂହଚିଥିଲା ।

ପ୍ରାୟ ୨ ବର୍ଷ ହେବ ଏହା ବେନୁଚ ଚାରିପଟେ ବୁଲୁଥିଲା । ନମୁନା ସଂଗ୍ରହ କରିବା ପରେ ଏହା ପରବର୍ତୀ ପରୀକ୍ଷଣ ପାଇଁ ବିଶେଷ ସହାୟ ହେବ ବୋଲି ବୈଜ୍ଞାନମାନେ ଆଶା ବ୍ୟକ୍ତ କରିଛନ୍ତି । ଗୋଟିଏ ମହାକାଶ ଯାନ ଯାହା କରିବା କଥା କରିଦେଲା ବୋଲି ବୈଜ୍ଞାନିକ ଡାମେଂଟ ଲାରିଟା କହିଛନ୍ତି ।

Leave A Reply

Your email address will not be published.