Latest Odisha News

BREAKING NEWS

ସୁବ୍ୟବସ୍ଥିତ ଯାତାୟାତ ଲାଗି ରାଜଧାନୀରେ ଖୋଲିବ ନୂଆ ରାସ୍ତା

ଭୁବନେଶ୍ୱର: ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଜାଭିୟର ଛକରୁ ପଟିଆ ମଧ୍ୟରେ ଥିବା ନୂଆ ରାସ୍ତାକୁ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ସର୍ବସାଧାରଣ ଲାଗି ଖୋଲାଯିବ ।

ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ।

ସୂଚନାଯୋଗ୍ୟ, ନିକଟ ଅତୀତରେ କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବ୍ରିଜକୁ ଉଦଘାଟନ କରାଯିବା ପରେ ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ପ୍ରବଳ ଭିଡ ଲାଗି ରହୁଛି ।

Leave A Reply

Your email address will not be published.