Latest Odisha News

BREAKING NEWS

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୯୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦୦ ଟପିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୨୩୬।

ଖୋର୍ଦ୍ଧାରେ ସର୍ବାଧିକ ୯୬ଟି ମାମଲା ଚିହ୍ନଟ ହୋଇଥିଲା ବେଳେ ସୁନ୍ଦରଗଡ (୮୦), ନୂଆପଡା (୬୦), ବରଗଡ (୪୩), ଝାରସୁଗୁଡା (୩୯), ଅନୁଗୁଳ (୩୨), କଟକ (୨୮), କଳାହାଣ୍ଡି (୨୪) ଏବଂ ବଲାଙ୍ଗୀର (୨୦) ରହିଛି।

 

Leave A Reply

Your email address will not be published.