Latest Odisha News

BREAKING NEWS

ଅକ୍ଷୟଙ୍କ ପରେ ‘ରାମସେତୁ’ର ୪୫ ଜୁନିଅର କଳାକାର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ୧୦୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୪୫ ଜୁନିଅର କଳାକାର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି।

ଯେଉଁଥିପାଇଁ ‘ରାମ ସେତୁ’ ଫିଲ୍ମର ସୁଟିଂ ସ୍ଥଗିତ ରହିଛି।

ତେବେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମପ୍ଲୋଇଜ୍ ର ସାଧାରଣ ସମ୍ପାଦକ ଅଶୋକ ଦୁବେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। “ରାମ ସେତୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଆମର ଜୁନିଅର ଆର୍ଟିଷ୍ଟସ୍ ଆସୋସିଏସନର ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି।

Leave A Reply

Your email address will not be published.