ମୁମ୍ବାଇ: ଚର୍ଚ୍ଚାରେ ଆଗମି ଆକ୍ସନ ଡ୍ରାମା ଫିଲ୍ମ ‘ବାଗି-୩’ । କେବ ଏହି ଫିଲ୍ମର ଲିଡ୍ ରୋଲ୍କୁ ନେଇ ଚର୍ଚ୍ଚା ହୋଇଥାଏ ତ ଆଉ କେତେବେଳେ ଫିଲ୍ମର ଦମଦାର ଟ୍ରେଲର ଓ ଆକ୍ସନ ସିନ୍କୁ ନେଇ । ଏବେ ଏହାର ଏକ ଗୀତ ରିଲିଜ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଗୀତର ନାଁ ରହିଛି ‘ଡୁ ୟୁ ଲଭ୍ ମି’ । ଏଥିରେ ‘ମଲଙ୍ଗ’ ଫେମ୍ ଦିଶା ପଟାନିଙ୍କ ଦମ୍ଦାର ଡ୍ୟାନ୍ସ ସାଙ୍ଗକୁ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳିଛି ।
ଏହି ଗୀତକୁ ଗାଇଛନ୍ତି ନିକିତା ଓ ଏହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ରେନେ ବେନ୍ଦାଲି । ଅହମଦ ଖାନ୍ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ହେଉଛି ‘ବାଗି’ ସିରିଜର ତୃତୀୟ ପାର୍ଟ । ଏହାର ଲିଡ୍ ରୋଲ୍ରେ ଟାଇଗର ସ୍ରଫ ଏବଂ ଦିଶା ପଟାନି ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ଅଛନ୍ତି । ମୁଭିଟି ଆସନ୍ତା ମାର୍ଚ୍ଚ ୬ରେ ରିଲିଜ ହେବ ।
BREAKING NEWS
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

Comments are closed.