Latest Odisha News

BREAKING NEWS

ନୂଆ ଟ୍ରାଫିକ୍ ନିୟମ: ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲଘଂନକାରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଉଥିବା ବେଳେ କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱରରୁ ନିୟମ ଉଲଘଂନକାରୀଙ୍କ ଠାରୁ ଏଯାବତ ପ୍ରାୟ ୨.୧୩ ଲକ୍ଷ ଟଙ୍କା ତଣ୍ଡ ଆଦାୟ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ନୂଆ ମୋଟର ଭେହିକିଲ୍ ନିୟମ ଅନୁଯାୟୀ ଯାତାୟାତ ସମୟରେ ଟ୍ରାଫିକ୍ ନିୟମ୍ ଉଲଘଂନ କରିଥିବା ପାଖାପାଖି ୩୧୨ ଜଣ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଇଛି ।

ଆହୁରି ମଧ୍ୟ ଏହି ଯାଞ୍ଚ ସମୟରେ ଅନେକ ଗାଡିର ଇନସୁରାନ୍ସ ନଥିବା ଜଣାପଡିଥିବା ବେଳେ ଆଗାମୀ ଦିନରେ ଏହି ଟ୍ରାଫିକ୍ ନିୟମକୁ ଅଧିକ କଡାକଡି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.