Latest Odisha News
Browsing Tag

Traffic Cheaking

ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ନାବାଳକ; ଜାଣନ୍ତୁ, ତା’ପରେ କଣ ହେଲା…

ଭଦ୍ରକ: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ କରି ଫସିଛନ୍ତି ଜଣେ ନାବାଳକ । ପ୍ରାପ୍ତ ସୂଚନାନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ କହଁର ଛକ ଠାରେ…

ନିଶାସକ୍ତ ଭାବେ ଗାଡି ଚଳାଇ ଗିରଫ ହେଲେ ୧୭୮ ମଦ୍ୟପ ଚାଳକ

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତ ରବିବାର ଦିନ ପ୍ରାୟ ୫୪୭୪ ଜଣ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲଂଘନ କରି ତଣ୍ଡ ଗଣିବା ସହ ପାଖାପାଖି ୧୭୮ ଜଣ ମଦ୍ୟପ ଗାଡି ଚଳାକଙ୍କୁ ଗିରଫ କରାଯାଇଛି ।…

ଆଜିଠୁ ଟ୍ରାଫିକ୍ ନିୟମ କଡାକଡି; ଉଲଂଘନ କଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଡିସେମ୍ବର ୧ ତାରିଖ ତଥା ଆଜିଠାରୁ ସାରା ରାଜ୍ୟରେ ପୁଣିଥରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହେବାକୁ ଯାଉଛି । ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଜନ ସାଧାରଣଙ୍କ ପ୍ରବଳ ଭିଡ ଓ ଲୋକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ନିକଟ ଅତୀତରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଠିକ…

ନୂଆ ଟ୍ରାଫିକ୍ ନିୟମ: ପ୍ରଥମ ଦିନରେ ମୋଟା ଅଙ୍କର ତଣ୍ଡ ଗଣିଲେ ଉଲଘଂନକାରୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଉଥିବା ବେଳେ କମିଶନରେଟ୍ ପୋଲିସ କଟକ ଓ ଭୁବନେଶ୍ୱରରୁ ନିୟମ ଉଲଘଂନକାରୀଙ୍କ ଠାରୁ ଏଯାବତ ପ୍ରାୟ ୨.୧୩ ଲକ୍ଷ ଟଙ୍କା ତଣ୍ଡ ଆଦାୟ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ନୂଆ ମୋଟର…