ଗଂଜାମ: ପିଲାଙ୍କୁ ଚାପମୁକ୍ତ କରିବା ପାଇଁ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ସପ୍ତାହର ଗୋଟିଏ ଦିନ ବିନା ବ୍ୟାଗ୍ରେ ସ୍କୁଲ ଆସିବେ ପିଲା । ଏଥିପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି ।
ଗଂଜାମ ଜିଲ୍ଲା ଛତ୍ରପୁରରେ ଥିବା ପୁତିଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଣିକି ପିଲାମାନେ ଶନିବାର ଦିନ ବ୍ୟାଗ୍ ନଆଣି ଖାଲି ହାତରେ ସ୍କୁଲକୁ ଆସିବେ । ଏହି ଦିନ ପିଲାମାନେ କେବଳ ଯୋଗ, ଚିତ୍ରାଙ୍କନ, ଗପ ବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା ଶିଖିବେ । ସେହିପରି ବ୍ରହ୍ମପୁର ହିଲପାଟନା ସ୍କୁଲରେ ମଧ୍ୟ ଆଜି ପିଲାଙ୍କୁ ବିନା ବ୍ୟାଗ୍ରେ ସ୍କୁଲ ଯାଇଥିବା ଦେଖିବାକୁ ମିଳିଛି ।
BREAKING NEWS
- ନିଯୁକ୍ତି ମେଳା: ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
- ଉତ୍ତର ଓଡିଶାରେ ପୁଣି ବନ୍ୟାସ୍ଥିତି, ପାଣି ଘେରରେ ତଳିଆ ଅଞ୍ଚଳ
- ୧୦୦ ପୋଲିସ ଓ ୫୦୦ ଅତିଥିଙ୍କ ଗହଣରେ କାମ୍ବୋଡିଆ ପ୍ରେମିକାଙ୍କୁ ବାହା ହେଲେ ହରିୟାଣାର ଗ୍ୟାଙ୍ଗଷ୍ଟର
- Plane Crash: ନିଆଁ ପିଣ୍ଡୁଳା ପାଲଟିଲା ବିମାନ! ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜଳି ପାଉଁଶ ହୋଇଗଲେ ସମସ୍ତେ!
- Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍…
- PM In Bhajan Clubbing: ଭଜନର ତାଳରେ ତାଳି, ହାତରେ ଡଫଲି; ଦିଲ୍ଲୀରେ ‘ଭଜନ କ୍ଲବିଂ’ରେ ଝୁମିଲେ ପିଏମ୍ ମୋଦି
- Middle East war: ୭ ଦିନରେ ହର୍ମୁଜ୍ ଖୋଲିବ ଇରାନ୍! ଆମେରିକା ଆଗରେ ରଖିଲା ପ୍ରସ୍ତାବ; ଟ୍ରମ୍ପ-ଜିନପିଙ୍ଗ୍ ଆଲୋଚନାରେ ମଧ୍ୟପ୍ରାଚ୍ୟ ଯୁଦ୍ଧ
- Odisha Flood Fury: ଅବପାତ ନା ବାତ୍ୟା? ଲ୍ୟାଣ୍ଡଫଲ୍ର ୪୦ ଘଣ୍ଟା ପରେ ବି ଓଡ଼ିଶାରେ ତାଣ୍ଡବ, ୪୦୦ ମିମି ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା
- Jaishankar blasts Pak: ଚୋର ମୁହଁ ଟାଣ! ଆତଙ୍କବାଦକୁ ନେଇ ପ୍ରଶ୍ନ କଲା ପାକିସ୍ତାନ…ଏମିତି ଜବାବ ଦେଲେ ଜୟଶଙ୍କର ପୁରା ପାଟି ଚୁପ୍…

Comments are closed.