ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ ଭୂତାଣୁ କରୋନା ନିଜ କାୟା ମେଲାଇଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାଠାରୁ ନିଜକୁ ଦୂରେଇ ରଖିବା ପାଇଁ ବିଧାନସଭାରେ ବାୟୋମେଟ୍ରିକ ବନ୍ଦ କରାଯାଇଛି । ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଏନେଇ ଆଡ୍ଭାଇଜରି ଜାରି କରାଯାଇଛି ।
କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାପନ ବନ୍ଦ କରାଯାଇଛି । ଏଣିକି ରେଜିଷ୍ଟରରେ ଉପସ୍ଥାପନ ଦେବେ କର୍ମଚାରୀ । କାର୍ଯ୍ୟାଳୟରେ ଏକାଠି ହୋଇ ସଭାସମିତି କରିପାରିବେ ନାହିଁ । କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ । ଥଣ୍ଡା, ଛିଙ୍କ ହେଉଥିଲେ ଟିସୁ ପେପର ବ୍ୟବହାର କରିବେ । ଚିକିତ୍ସା ପାଇଁ ବିଧାନସଭା ଡିସପେନସରୀ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ । କାର୍ଯ୍ୟାଳୟ ପରିସ୍କାର ପାଇଁ ଟେବୁଲ, କମ୍ପ୍ୟୁଟର, ଫୋନ୍ ଅନ୍ୟ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ । କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣ ନ ପକାଇ ଡଷ୍ଟବିନ୍ରେ ପକାଇବାକୁ ପରମର୍ଶା ଦିଆଯାଇଛି ।
BREAKING NEWS
- Cyclone Arnab: କନ୍ଧମାଳରେ ଭୟଙ୍କର ଭୂସ୍ଖଳନ, ମାଟି ତଳେ ଚାପି ହୋଇ ଚାଲିଗଲା ୭ ମାସର ଶିଶୁ ସହ ୩ ଜୀବନ! ଉଦ୍ଧାର ପାଇଁ ସରକାରଙ୍କୁ ନବୀନଙ୍କ ଆହ୍ୱାନ
- IIFA Awards 2026: ଆଇଫା ୨୦୨୬ରେ ‘ଧୁରନ୍ଧର’ର ଦବଦବା! ବାଜି ମାରିଲେ ରଣବୀର ସିଂ, ଅନୀତ ପଡ୍ଡାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
- US-Iran Peace Proposal: ଯୁଦ୍ଧ ଶେଷ ପାଇଁ ବଡ଼ ପ୍ରସ୍ତାବ! ୟୁରେନିୟମ୍ ଅନ୍ୟ ଦେଶକୁ ପଠାଇବ ଇରାନ, ୭ ଦିନରେ ଖୋଲିବ ହର୍ମୁଜ୍ ପ୍ରଣାଳୀ; ଟ୍ରମ୍ପ କହିଲେ…
- ଆମେରିକା ରାଜନୀତିରେ ଓଡ଼ିଆ ପୁଅ: ମିଲପିଟାସ ମେୟର ନିର୍ବାଚନରେ ସନ୍ତୋଷ ସାହୁଙ୍କ ଧମାକା
- ୨୦୨୭ ପାଇଁ ଜାରି ହେଲା ସରକାରୀ ଛୁଟି ତାଲିକା, ଜାଣନ୍ତୁ କେତେଦିନ ମିଳିବ ଛୁଟି
- ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଟ୍ୱିନ୍ ସିଟିରେ ଯାତାୟାତ ବାଧାପ୍ରାପ୍ତ
- ଦକ୍ଷିଣ ଆଣ୍ଡାମାନ ସାଗରରେ ଘନୀଭୂତ ହେଉଛି ଲଘୁଚାପ, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି
- TSAF ଆନୁକୂଲ୍ୟରେ ଇଷ୍ଟ ଜୋନ୍ କ୍ଲାଇମ୍ବିଂ ଚାମ୍ପିୟନସିପ୍ ଆୟୋଜିତ, ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲେ ୪ ଓଡ଼ିଆ ଆଥଲେଟ୍
- ଓଡ଼ିଶା ଚାଳକଙ୍କ ଦକ୍ଷତା ଓ ଶୃଙ୍ଖଳାକୁ ଜାପାନୀ ପ୍ରତିନିଧିଙ୍କ ପ୍ରଶଂସା
- Automated Challan System: ବଡ଼ବିଲ-ପାଣିକୋଇଲି ରାଜପଥରେ ଏହି ତାରିଖରୁ ଆରମ୍ଭ ହେବ ସ୍ୱୟଂକ୍ରିୟ ଇ-ଚାଲାଣ ପ୍ରକ୍ରିୟା

Comments are closed.