Latest Odisha News

BREAKING NEWS

ଆଷ୍ଟ୍ରାଜେନେକା ଟିକାରେ ରକ୍ତ ଜମାଟ ବାନ୍ଧିବାର ବିପଦ ନାହିଁ; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟିଶ-ସ୍ୱିଡେନ ଔଷଧ ନିର୍ମାତା ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ଏକ ଅଧ୍ୟୟନ ଅନୁଯାୟୀ, ଆଷ୍ଟ୍ରାଜେନେକା କରୋନା ଟିକା ପ୍ରଥମ ଡୋଜ ପରେ ବିରଳ ରକ୍ତ ଜମାଟ ବାନ୍ଧିବାର ବିପଦ ରହିଛି କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କୌଣସି ରକ୍ତ ଜମାଟ ବାନ୍ଧୁଥିବା ସଦ୍ୟ ତଥ୍ୟରୁ ଜଣାପଡ଼ିଛି।

ମଙ୍ଗଳବାର ଦିନ ଲାନସେଟରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ଦ୍ବିତୀୟ ଡୋଜ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁନଥିବା ଜଣାପଡ଼ିଛି। ଏହାଦ୍ବାରା ଅନେକ ଦେଶରେ ଏହି ଟିକାର ବ୍ୟବହାର ମଧ୍ୟ ବନ୍ଦ କରିଯାଇଥିଲା। ଆଷ୍ଟ୍ରାଜେନେକା ଟିକା ନେଉଥିବା ଲୋକଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ବୋଲି ଜଣାପଡ଼ିଛି।

Comments are closed.