Latest Odisha News

BREAKING NEWS

Browsing Tag

Covid-19 Vaccine

୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ୍‌ ଟିକା ବାଧ୍ୟତାମୂଳକ କଲା ଏହି ଦେଶ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ବରେ ତାଣ୍ଡବ ରଚିବା ପରେ ଗୁରୁବାର  ଇକ୍ୟୁଏଡର୍ ପ୍ରଥମ ଦେଶ ଭାବେ କରୋନା ଟିକାକରଣକୁ ବାଧ୍ୟତାମୂଳକ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୫ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସ୍କ ପିଲାଙ୍କ…

ପ୍ରଭାବହୀନ ହୋଇପାରେ କରୋନା ଟିକା

ନୂଆଦିଳ୍ଲୀ: ଓମିକ୍ରନ୍‌ର ଆତଙ୍କ ମଧ୍ୟରେ, ବର୍ତ୍ତମାନ ସମୟରେ ସର୍ବାଧିକ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପକ୍ଷରେ, ନୀତି ଆୟୋଗର ସଦସ୍ୟ ଡା. ଭି.କେ ପଲ ଏପରି ବିବୃତ୍ତି ଦେଇଛନ୍ତି, ଯାହା କରୋନାକୁ ନେଇ ପୁଣି ଥରେ ଉତ୍ତେଜନା ବଢାଇପାରେ ବୋଲି ଆଶଙ୍କା କରାଯାଉଛି। ଭି.କେ ପଲ…

କରୋନା ଟିକା ନେଇ ରାତାରାତି କୋଟିପତି ପାଲଟିଲେ ମହିଳା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଏଡାଇବା ପାଇଁ ସମଗ୍ର ବିଶ୍ୱରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଛି। ଯାହା କରୋନାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ଏବଂ କରୋନା ଟିକା ପାଇବାକୁ ଉତ୍ସାହିତ…

୫ ରୁ ୧୧ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ ଟିକା!

ୱାଶିଂଟନ୍: ପିଲାଙ୍କ ଲାଗି ଭଲ ଖବର। ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକା ନଭେମ୍ବରର ପ୍ରଥମାର୍ଦ୍ଧରେ ଉପଲବ୍ଧ ହୋଇପାରେ ବୋଲି ଆମେରିକାର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉସି କହିଛନ୍ତି। ଏହାଦ୍ବାରା ଅନେକ ପିଲା ଟିକାକରଣର ସୁବିଧା ପାଇପାରିବେ ବେ‌ାଲି ସେ…

ଆଷ୍ଟ୍ରାଜେନେକା ଟିକାରେ ରକ୍ତ ଜମାଟ ବାନ୍ଧିବାର ବିପଦ ନାହିଁ; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟିଶ-ସ୍ୱିଡେନ ଔଷଧ ନିର୍ମାତା ଦ୍ୱାରା ପରିଚାଳିତ ଏବଂ ଅନୁଦାନ ପ୍ରାପ୍ତ ଏକ ଅଧ୍ୟୟନ ଅନୁଯାୟୀ, ଆଷ୍ଟ୍ରାଜେନେକା କରୋନା ଟିକା ପ୍ରଥମ ଡୋଜ ପରେ ବିରଳ ରକ୍ତ ଜମାଟ ବାନ୍ଧିବାର ବିପଦ ରହିଛି କିନ୍ତୁ ଦ୍ବିତୀୟ ଡୋଜ ନେବା ପରେ କୌଣସି ରକ୍ତ ଜମାଟ ବାନ୍ଧୁଥିବା ସଦ୍ୟ ତଥ୍ୟରୁ…

କିଛି ଲୋକଙ୍କଠାରେ ଟିକା ନେବା ପରେ କାହିଁକି ଦେଖାଯାଏ ପାର୍ଶ୍ୱ ପ୍ରତିକ୍ରିୟା?

ନୂଆଦିଲ୍ଲୀ: କରୋନା ଟିକା ନେବା ପରେ ଅନେକ ଲୋକଙ୍କଠାରେ ଥକ୍କା, ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା, ବାନ୍ତି ଭଳି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିନ୍ତୁ କିଛି ଲୋକଙ୍କଠାରେ କୌଣସି ପ୍ରତିକ୍ରିୟା ଦେଖାଯାଉ ନଥିବା ମଧ୍ୟ ଜଣାପଡ଼ିଛି। ତେବେ, କାହିଁକି କୋଭିଡ-୧୯ ଟିକା…

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୧ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭାଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର…

ଏହି ଦେଶରେ ଜୁନ୍‌ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ ଜୁନ୍ ୭ ରୁ କୋଭିଡ-୧୯ ବିରୋଧରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେ କହିଛନ୍ତି ଯେ ଟିକାକରଣ ବାଧ୍ୟତାମୂଳକ କରାଯିବ ନାହିଁ। ଜର୍ମାନୀର ଆଞ୍ଚଳିକ ନେତାଙ୍କ ସହ ଆଲୋଚନା ପରେ ସେ କହିଛନ୍ତି…

ଛୁଆଙ୍କ ଉପରେ ନୋଭାଭାକ୍ସର କ୍ଲିନିକାଲ୍ ଟ୍ରାଏଲ୍ କରିବାକୁ ସେରମ୍ ଆଗ୍ରହୀ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଧିରେ ଧିରେ କମୁଛି । ତୃତୀୟ ଲହରରେ ଶିଶୁଙ୍କ ପାଇଁ ଅଧିକ ବିପଦ ଆଣିପାରେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ସେଥିପାଇଁ ଯଥାଶୀଘ୍ର ସମସ୍ତଙ୍କୁ ଟିକା ଦେବାକୁ କୁହାଯାଉଛି । ହେଲେ ୧୮ ବର୍ଷ ବୟସରୁ କମ୍ ଜନସଂଖ୍ୟାକୁ ଟିକା ଦିଆଯାଉ ନାହିଁ…

କରୋନା ଟିକା ନେଲେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS) ରେ ଗୁରୁବାର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ କରୋନା ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଘୋଷଣା…