ନୂଆଦିଲ୍ଲୀ: କରୋନା ଭାଇରସର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ତେବେ ଭାରତରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀ ଏବଂ ତେଲଙ୍ଗାନାରେ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ତେବେ ଏହାକୁ ନେଇ ଦିଲ୍ଲୀ ନଏଡାର ଏକ ସ୍କୁଲରେ ଆତଙ୍କ ଖେଳିଯାଇଛି । ସ୍କୁଲରେ ପଢ଼ୁଥିବା ଜଣେ ପିଲା ଠାରେ କରୋନା ଭାଇରସର ଲକ୍ଷଣ ଦେଖାଦେଇଥିବା ଯୋଗଁ ସ୍କୁଲକୁ ୩ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ସ୍କୁଲ ପ୍ରଶାସନ ।
ସେପଟେ ଖବର ପାଇ ସ୍ୱାସ୍ଥ୍ୟ ବିଭାର ଏକ ଟିମ୍ ସ୍କୁଲରେ ପହଂଚି ଦୁଇ ଜଣଙ୍କ ପିଲାଙ୍କ ରକ୍ତ ନମୁନା ସଂଗ୍ରହ କରି ଯାଂଚ ପାଇଁ ପଠାଇଛି । ସଂକ୍ରମିତ ସନ୍ଦେହ ଥିବା ପିଲାଟିର ବାପା କରୋନା ଭାଇରସରେ ପୀଡିତ ଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ପୀଡିତ ପିଲାର ବାପା ଇଟାଲୀରୁ ଫେରିଛନ୍ତି ।
BREAKING NEWS
- Birth anniversary:ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ
- Terrible road accident : ସକାଳୁ ସକାଳୁ ବଡ଼ ଅଘଟଣ, ବସ୍ ଦୁର୍ଘଟଣାରେ ଜଳିଗଲେ ଯାତ୍ରୀ
- Sand Art: ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ସାରା ବିଶ୍ୱକୁ ‘ଓ୍ବାର୍ଲଡ ପିସ୍’ର ବାର୍ତ୍ତା
- Maoist: ପୋଲିସ-ଲାଲବାହୀନି ମୁହାଁମୁହିଁ, ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୨ ମାଓବାଦୀ ନିହତ
- Aravalli Hills; ସମ୍ପୂର୍ଣ୍ଣ ଆରାବଳୀକୁ ସୁରକ୍ଷା ଦେବେ କେନ୍ଦ୍ର ସରକାର, ଖଣି ଲିଜ୍ ଉପରେ ଲାଗୁ ହେବ ପୂର୍ଣ୍ଣ ନିଷେଧାଦେଶ
- ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ, ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟା ପାଇଁ ଚାନ୍ଦବାଲି ବନ୍ଦ ପାଳନ
- ବାଂଲାଦେଶୀ ସନ୍ଦେହରେ ଆକ୍ରମଣ; ଶ୍ରମିକ ମୃତ, ଦୁଇ ଗୁରୁତର
- ୧୦ ବଡ଼ ପ୍ରସ୍ତାବକୁ କ୍ୟାବିନେଟ ମୋହର
- ୬ ଅଲିଭ୍ ରିଡଲେ କଇଁଛଙ୍କୁ ସାଟେଲାଇଟ୍ ଟ୍ୟାଗିଂ…
Comments are closed.