Latest Odisha News

ଓସ୍କାର ବିଜେତା କର୍କ ଡଗଲସ ୪୪୪ କୋଟି ଟଙ୍କା ଦାନ କରି ଦେଲେ

ଲସ ଏଞ୍ଜେଲସ୍‌: ତିନି ଥର ଓସ୍କାର ଜିତିଥିବା ହଲିଉଡ ଷ୍ଟାର କର୍କ ଡଗଲସ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ସେ ତାଙ୍କର ୪୪୪ କୋଟି ଟଙ୍କାର ସମ୍ପତି ଦାନ କରି ଦେଇଛନ୍ତି । ନିଜ ପିଲାମାନଙ୍କୁ ସେ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି ।

କର୍କ ଲେଖିଛନ୍ତି ମୋ ପୁଅ ମାଇକେଲ ଡଗଲସ ପାଖରେ ୨୧,୮୬୦ କୋଟି ଟଙ୍କା ଅଛି । ମୁଁ ଭାବୁନି ତାକୁ ଆଉ ମୋ ସାହାଯ୍ୟର ଆବଶ୍ୟକତା ପଡିବ । ୮୦ କୋଟି ଟଙ୍କା ଏବେ କର୍କଙ୍କ ପାଖରେ ଅଛି । ସେ ଏହା କାହାକୁ ଦେବେ ତାହା ସ୍ପଷ୍ଟ କରି ନାହାନ୍ତି । ସେଂଟ ଲରେନ୍ସ ୟୁନିଭରସିଟି ଓ ସିନାଇ ଟେମ୍ପଲକୁ ସେ ସର୍ବାଧିକ ଟଙ୍କା ଦାନ କରିଛନ୍ତି ।

Leave A Reply

Your email address will not be published.