Latest Odisha News

BREAKING NEWS

Browsing Tag

Bcci

 ବିଶ୍ୱକପ୍ ୨୦୨୩ ରେ ଟିମ୍ ଇଣ୍ଡିଆ ପାଇଁ ‘କୁଲଚା’ ପରିବର୍ତ୍ତେ କମାଲ୍ କରିବେ ନୂଆ ଯୋଡ଼ି…

ଭୁବନେଶ୍ୱର: ବିଶ୍ୱକପ୍ ୨୦୨୩ ପାଇଁ ଆଇସିସି ପ୍ରଥମେ କାର୍ଯ୍ୟସୁଚୀ ଘୋଷଣା କରିବା ପରେ ସେହି କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ କରାଯାଇଥିଲା । ଏବେ ନିକଟରେ ବିସିସିଆଇ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା କରିଛି । ଏଥର ବିଶ୍ୱକପ୍ ୨୦୨୩ରେ ୟୁଜଭେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ଦିଆଯାଇ…

ମହିଳା IPL: ଆଦାନୀ ଓ ଅମ୍ବାନୀ କିଣିଲେ ଟିମ୍

ମୁମ୍ବାଇ: ଆଇପିଏଲ୍ ପରେ ଡବ୍ଲୁପିଏଲ୍ । ୱିମେନ୍ ପ୍ରିମିୟର ଲିଗ୍ (WPL)ର ପ୍ରଥମ ସଂସ୍କରଣ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ବିସିସିଆଇ ୫ଟି ଟିମକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ଆୟ କରିଛି । ୫ଟି ଟିମରୁ ବିସିସିଆଇକୁ ମିଳିଛି ୪୬୬୯.୯୯ କୋଟି ଟଙ୍କା ।…

ଟିମରେ ରହିବେ ତ ହିଟ୍ ମ୍ୟାନ ଏବଂ କିଙ୍ଗ କୋହଲି?

ନୂଆଦିଲ୍ଲୀ: ଦଳର ଭବିଷ୍ୟତକୁ ନେଇ ଚିନ୍ତିତ ବିସିସିଆଇ । ଟିମରେ ରହିବେ ତ ହିଟ୍ ମ୍ୟାନ ଆଣ୍ଡ କିଙ୍ଗ କୋହଲି?   ଟିମ୍ ଇଣ୍ଡିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉତ୍ତରାଧିକାରୀ କିଏ ? ହୁଏତ ଏବେ ଆପଣଙ୍କ ମନକୁ ଏହାର ଉତ୍ତର ଆସୁନଥିବ ବା କେବେ ଭାବିନଥିବେ। ହେଲେ ବିସିସିଆଇ କିନ୍ତୁ…

ତେଜୁଛି ବିସିସିଆଇ-ପିସିବି ବିବାଦ; ପାକିସ୍ତାନି ଖେଳାଳୀ ଦେଲେ ବଡ଼ ବୟାନ

ନୂଆାଦିଲ୍ଲୀ: ଭାରତୀୟ କ୍ରିକେଟ ବୋଡ଼ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ  ବିବାଦ ଲାଗି ରହିଥିବାବେଳେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ୍ । କ୍ରିକେଟ ଦୁଇ ଦେଶର ସମ୍ପର୍କର; ସୁଧାର ଆଣିବ ବୋଲି ସେ କହିଛନ୍ତି । ବିସିସିଆଇ ଏବଂ…

BCCIର ଐତିହାସିକ ନିଷ୍ପତ୍ତି, ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ଦେୟ

ମୁମ୍ବାଇ: କ୍ରିକେଟରେ ହଟିଲା ପାତରଅନ୍ତର । ବିସିସିଆଇ ନେଲା ବଡ଼ ପଦକ୍ଷେପ । ପୁରୁଷଙ୍କ ଭଳି ମହିଳା କ୍ରିକେଟରଙ୍କୁ ମିଳିବ ସମାନ ପାରିଶ୍ରମିକ । ବିସିସିଆଇ ନୂଆ ନୀତି ଆପଣାଇବା ସହ ମ୍ୟାଚ୍ ଦେୟକୁ ନେଇ ମହିଳା ଓ ପୁରୁଷ ଖେଳାଳିଙ୍କ ମଧ୍ୟରେ ଥିବା ତାରତମ୍ୟରେ ପୂର୍ଣ୍ଣଛେଦ ଟାଣିଛି । ଏଣିକି…

‘ଭାରତୀୟ ଦଳର ନେତୃତ୍ୱ ନେବାର ଦକ୍ଷତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ରହିଛି’

ନୂଆଦିଲ୍ଲୀ: ଆଇପିଏଲ ବିଜେତା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଭାରତୀୟ ଦଳର ଅଧିନାୟକ ହେବାର ଦକ୍ଷତା ରହିଛି। ତାଙ୍କ ପାଖରେ ଥିବା ସକାରାତ୍ମକ ଇଚ୍ଛାଶକ୍ତି ଏବଂ ଉଦ୍ଦୀପନା ହିଁ ପ୍ରମାଣ କରୁଛି ସେ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହୋଇପାରିବେ। ରାଜ୍ୟସଭା…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ମିତାଲିଙ୍କ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନୀରେ ପଡ଼ିଛି ପୂର୍ଣ୍ଣଛେଦ । ୩୯ ବର୍ଷିଅ ମିତାଲି ବୁଧବାର ଟ୍ୱିଟ୍ କରି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା…

ବିସିସିଆଇର ବଡ ଘୋଷଣା: ଏଥର ଆୟୋଜିତ ହେବ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ବଡ ଘୋଷଣା କରିଛି । ଏଥର ଚଳିତ ବର୍ଷ ରଣଜୀ ଟ୍ରଫି ସମେତ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଘରୋଇ କ୍ରିକେଟର ଆଗାମୀ ସିଜନ ଅକ୍ଟୋବରରୁ ଆରମ୍ଭ ହେବ । ଗତ ବର୍ଷ କରୋନା ମହାମାରୀ ଯୋଗୁ ସମସ୍ତ ପ୍ରତିଯୋଗିତା ବାତିଲ କରି ଦିଆ…

ଓଡ଼ିଆ କ୍ରିକେଟର ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଆ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଶିବ ସୁନ୍ଦର ଦାସଙ୍କୁ ବଡ଼ ଦାୟତ୍ୱ । ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓପନର ଶିବ ସୁନ୍ଦର ଦାସ । ତାଙ୍କ ନାଁରେ ମୋହର ମାରିଛି ବିସିସିଆଇ । ଆଗାମୀ ଇଂଲଣ୍ଡ ଗସ୍ତରେ ଶିବ…

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି…