Latest Odisha News

BREAKING NEWS

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’କୁ ସ୍ଥାନ ମିଳିବା ନେଇ କମ୍ପାନୀ ପକ୍ଷରୁ ଏକବିବୃତ୍ତିରେ କୁହାଯାଇଛି ।

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌, ଅଫିସ୍‌, ଟ୍ରାନ୍ସଲେଟର ଫର୍ ବିଙ୍ଗ, ବ୍ୟବସାୟ ଓ ଡେଭଲପପରଙ୍କ ପାଇଁ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର ମାଧ୍ୟମରେ ଉପଲବ୍ଧ ବୋଲି ଉକ୍ତ ବିବୃତ୍ତିରେ କୁହାଯାଇଛି ।

ସେହିପରି ନିକଟରେ ଦେଶର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ରେ ମଧ୍ୟ ସ୍ଥାନ ପାଇଥିଲା ଓଡିଆ ଭାଷା । ନିଜ ପ୍ଲାଟଫର୍ମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଯାଇ ‘ଗୁଗୁଲ୍ ଡିସ୍କଭର୍‌’ରେ ଏହି ଶାସ୍ତ୍ରୀୟ ତଥା ଆଞ୍ଚଳିକ ଭାଷାକୁ ସାମିଲ କରିଥିଲା ।

 

Leave A Reply

Your email address will not be published.