Latest Odisha News

BREAKING NEWS

ସମ୍ବଲପୁରର ୧୪ ସ୍ଥାନରେ ୧୪୪ ଧାରା ଲାଗୁ

ସମ୍ବଲପୁର: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଯୋଗୁଁ ସମ୍ବଲପୁର ସହରର ୧୪ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।

ସୂଚନାନୁଯାୟୀ, ଆଜି ଠାରୁ ଆଗାମୀ ୨୦ ତାରିଖ ଯାଏଁ ପ୍ରାୟ ୧୪ଟି ସ୍ଥାନରେ ୧୪୪ ଲାଗୁ କରାଯାଇଛି । ଏହି ଅଞ୍ଚଳର ୧୦୦ମି. ବ୍ୟାସାର୍ଦ୍ଧ ମଧ୍ୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

କେଉଁ ୧୪ଟି ଅଞ୍ଚଳରେ ୧୪୪ ଲାଗୁ କରାଯାଇଛି ? ଜାଣନ୍ତୁ…

Leave A Reply

Your email address will not be published.