Latest Odisha News

BREAKING NEWS

ଓଡ଼ିଶା ବିଜେପି ପକ୍ଷରୁ ୫ଜଣ ନୂଆ ମୁଖପାତ୍ର ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ ତଥା ମଜବୁତ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ଦିନ ବରିଷ୍ଠ ନେତୃବର୍ଗଙ୍କୁ ନୂତନ ଦାୟିତ୍ୱ ଅର୍ପଣ କରିଛି ।

ବିଜେପିର ନୂତନ ମୁଖପାତ୍ର ଭାବେ ବିଷ୍ଣୁ ଦାସ, ଉମାକାନ୍ତ ପଟ୍ଟନାୟକ, ଉର୍ମିଳା ମହାପାତ୍ର, ସୋନାଲୀ ସାହୁ ଏବଂ ଚିତ୍ରଲେଖା ମହାନ୍ତିଙ୍କୁ ନିଯୁକ୍ତ ହୋଇଛନ୍ତି ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.