Latest Odisha News

ଜାତୀୟ ଅନୁପାତରେ ଓଡ଼ିଶାରେ ଖର୍ଚ୍ଚ ହେଉଛି ଅଧିକ ଇନ୍ଧନ: ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାରେ ଜାତୀୟ ଅନୁପାତ ତୁଳନାରେ ଅଧିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୁଧବାର ଦିନ ବିଧାନସଭାରେ ଉତ୍ତର ରଖିଛନ୍ତି ।

ମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ଅନୁସାରେ, ରାଜ୍ୟରେ ପେଟ୍ରୋଲ ବ୍ୟବହାର ବର୍ଷକୁ ୧୦.୨୫ ପ୍ରତିଶତ ବୃଦ୍ଧି ପାଉଥିବା ବେଳେ ଡିଜେଲ ବ୍ୟବହାର ୩.୮୧% ବୃଦ୍ଧି ପାଉଛି ।

ଓଡ଼ିଶାରେ ସର୍ବମୋଟ ୧,୮୪୧ ଟି ପଞ୍ଜିକୃତ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ରହିଛି ।

Leave A Reply

Your email address will not be published.