Latest Odisha News

BREAKING NEWS

ବାପାଙ୍କ ଆତ୍ମଜୀବନୀ ଉପରେ ଫିଲ୍ମ କରିବାକୁ ଚାହାନ୍ତି ରିତେଶ

ମୁମ୍ବାଇ: ବାପା ବିଳାସରାଓ ଦେଶମୁଖଙ୍କ ଆତ୍ମଜୀବନୀ ଉପରେ ଏକ ଫିଲ୍ମ କରିବାକୁ ଚାହାନ୍ତି ବଲିଉଡର ଷ୍ଟାର ଅଭିନେତା ରିତେଶ ଦେଶମୁଖ । ବାଗୀ-୩ ଫିଲ୍ମ ପ୍ରମୋଶନ କରିବା ଅବସରରେ ରିତେଶ ତାଙ୍କ ମନକଥା କହିଥିଲେ ।

ବିଳାସ ରାଓ ଦେଶମୁଖ ୨ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବାପାଙ୍କ ଆତ୍ମଜୀବନୀ ଉପରେ ଅନେକ ସ୍କ୍ରିପ୍ଟ ମୋ ନିକଟକୁ ଆସିଛି । ମାତ୍ର ଏଥିରେ ମୋ ବାପାଙ୍କ ଜୀବନୀ ଠିକ୍ ଭାବେ ଉପସ୍ଥାପିତ ହୋଇ ନାହିଁ ବୋଲି ରିତେଶ କହିଛନ୍ତି ।

Leave A Reply

Your email address will not be published.