Latest Odisha News

BREAKING NEWS

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ କହିଛନ୍ତି ସମ୍ବଲପୁରର ଏସପି କଅଁର ବିଶାଳ ସିଂହ ।

Leave A Reply

Your email address will not be published.