ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୨୦ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୩୦ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 23rd July
New Positive Cases: 1011
Of which 0-18 years: 130
In quarantine: 591
Local contacts: 420(Details of local contacts will be shared by concerned District)
1. Angul: 1
2. Balasore: 15
3. Bargarh: 18
4. Bhadrak: 6
5. Balangir: 25
6. Boudh: 12— I & PR Department, Odisha (@IPR_Odisha) July 24, 2022
ସେହିପରି ସୁନ୍ଦରଗଡ଼ରୁ ୧୮୦, କଟକରୁ ୮୧, ଷ୍ଟେଟପୁଲରୁ ୪୨, ସମ୍ବଲପୁରରୁ ୧୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୨୪ ଘଣ୍ଟାରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଭଦ୍ରକର ୫୩ ବର୍ଷିୟ ବୃଦ୍ଧ ବୋଲି ସୂଚନା ମିଳିଛି ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୬, ୫୧୦କୁ ବୃଦ୍ଧି ପାଇଛି ।
23. Nayagarh: 32
24. Nuapada: 8
25. Puri: 13
26. Rayagada: 5
27. Sambalpur: 105
28. Sonepur: 18
29. Sundargarh: 180
30. State Pool: 42New recoveries: 915
Cumulative tested: 32501778
Positive: 1306510
Recovered: 1289885
Active cases: 7440— I & PR Department, Odisha (@IPR_Odisha) July 24, 2022
ଏବେ ସକ୍ରିୟ ମାମଲା ୭୪୪୦ ରହିଛି । ୨୪ ଘଣ୍ଟା ମଧ୍ୟରେ ୯୧୫ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୯,୮୮୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.