ସୁନ୍ଦରଗଡ: ଲକଡାଉନ୍ ମଧ୍ୟରେ ସୁନ୍ଦରଗଡରେ ଆଜୁଠି ଖୋଲିବ ବହି ଦୋକାନ । ସକାଳ ୭ରୁ ୧୧ଟା ଅର୍ଥାତ ୪ ଘଂଟା ପାଇଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଉଛି କ୍ଷ ଏହାର ଖିଲାପ କଲେ ଦୋକାନ ସିଲ୍ ହେବ ଏବଂ ଦୋକାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ କଡା ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ଏଗ୍ରିଷ୍ଟେକ୍ ଆଇଡିକୁ ନେଇ ବଡ଼ ସ୍ପଷ୍ଟୀକରଣ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ
- ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ
- ପତାକା ଉତ୍ତୋଳନ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ
- ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ
- PM Modi to GenZ: ଯୁବପିଢ଼ିଙ୍କ ପାଇଁ ମୋଦୀଙ୍କ ବଡ଼ ଘୋଷଣା, ମାଗଣା ଅନଲାଇନ୍ କୋଚିଂ ସହ ୧ କୋଟି ଯୁବକ-ଯୁବତୀଙ୍କୁ AI ଟ୍ରେନିଂ
- ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ
- OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…
- ଦୁର୍ବଳ ହେଉଛି ଲଘୁଚାପ: ଆଜିଠୁ ବର୍ଷା କମିବ, ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା
- Saptadhara: ୨୦୪୭ ପାଇଁ ମୋଦୀଙ୍କ ‘ସପ୍ତଧାରା’ ମନ୍ତ୍ର: ମ୍ୟାନୁଫ୍ୟାକ୍ଚରିଂରୁ ଗ୍ରୀନ୍ ଏନର୍ଜି, ଭାରତ ବଦଳାଇବ ଏହି ୭ ଶକ୍ତି…
- Independence Day: ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବିକଶିତ ଓଡ଼ିଶାର ବାର୍ତ୍ତା

Comments are closed.