Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଧିକାରୀ; ଚାକିରୀରୁ ହେଲେ ନିଲମ୍ବିତ !

ଭୁବନେଶ୍ୱର: ଓଡିଶା ସରକାରଙ୍କ ହର୍ଟିକଲଚର ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୦୯ ବ୍ୟାଚର୍ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ଚାକିରୀରୁ ନିଲମ୍ବନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଜି ପୋଲିସ ବିଜୟଙ୍କୁ ଗିରଫ କରିଥିଲା । ଏକ ବିଲ ପାସ କରିବା ପାଇଁ ବିଜୟ ପୂର୍ବରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଛନ୍ତି ।ଆଇଏଏସଙ୍କୁ ଧରିବାକୁ ଭିଜିଲାନ୍ସ ବିଭାଗପୂର୍ବରୁ ଜାଲ ବିଛାଇ ଥିଲେ । କ

ଏହି ଲାଞ୍ଚୁଆ ଆଇଏଏସ ବିଜୟ କେତନଙ୍କୁ  ଧରିବା ପରେ ତାଙ୍କ ଘର ଓ ଅନ୍ୟସ୍ଥାନ ଗୁଡିକରେ ଭିଜିଲାନ୍ସ ବିଭାଗଦ୍ୱାରା ଚଢ଼ାଉ କରିଥିବା ଜଣାପଡିଛି ।

Leave A Reply

Your email address will not be published.