Latest Odisha News

BREAKING NEWS

କରୋନା ଆତଙ୍କ: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ମାର୍ଚ୍ଚ ୨୪ ରେ ଧାର୍ଯ୍ୟ ହୋଇଥିବା ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ ରଖିଛନ୍ତି।

ନିର୍ବାଚନ ଆୟୋଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଜିଲ୍ଲା ପରିଷଦ ସଦସ୍ୟ, ୬ ଟି ସରପଞ୍ଚ, ୮ଟି ପଞ୍ଚାୟତ ସମିତି ସଦସ୍ୟ ଏବଂ ୮୪ ୱାର୍ଡ ସଦସ୍ୟଙ୍କ ପାଇଁ ଉପ ନିର୍ବାଚନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Leave A Reply

Your email address will not be published.