Latest Odisha News

BREAKING NEWS

ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର: ଆଜି ବାହାରିବ ଆଜି ବାହାରିବ +୨ ବିଜ୍ଞାନ ପରୀକ୍ଷାଫଳ । ଅପରାହ୍ଣ ସାଢ଼ା ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏଥିରୁ ନିଜ ନିଜ ପରୀକ୍ଷାଫଳ ଜାଣି ପାରିବେ ।

ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ ୯୭ ହଜାର ୫୩୭ ଛାତ୍ରଛାତ୍ରୀ । ଚଳିତ ମାସ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଓ ଶେଷ ସପ୍ତାହରେ +୨କଳା ରେଲଜ୍ଟ ପ୍ରକାଶ ପାଇବ ।

ଚଳିତବର୍ଷ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । କରୋନା ଓ ଲକଡାଉନ୍ ଯୋଗୁ ଖାତାଦେଖା ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.