କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ରହିଛି । ସେଠାରେ କିଭଳି ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ହୋଇପାରିବ ସେନେଇ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍, ବିଏସଏଫ୍ ଆଇଜି, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ସୁନାବେଡାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି । ମାଲକାନଗିରିରୁ ଫେରିବା ପରେ ଫୁଲବାଣୀ ଯିବେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ।
BREAKING NEWS
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
- ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
- Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର
- ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି
- Explosives cache in J-K:ସୁରକ୍ଷାବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ; ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଓ IED ଉଦ୍ଧାର
Comments are closed.