Latest Odisha News

BREAKING NEWS

Browsing Tag

Odisha Police DG

ଓକିଲ ଆନ୍ଦୋଳନକୁ ନେଇ ଓଡ଼ିଶା ପୋଲିସକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜି । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ…

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

କୋରାପୁଟରେ ପୋଲିସ ଡିଜି: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓ ମୁକାବିଲାର ସମୀକ୍ଷା

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା…

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚିବେ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି। ମାଲକାନଗିରି ଜିଲ୍ଲାରେ…

ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଲାଲବାହିନୀରୁ ତୁଟୁଛି ଭରସା । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । କୋରାପୁଟ ଜିଲ୍ଲାରେ ଆଜି ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ କୋରାପୁଟ ଗସ୍ତରେ ଯାଇଥିବା ବେଳେ ତାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡିଜି…

କୋରାପୁଟରେ ପୋଲିସ ଡିଜି ଅଭୟ, ମାଓ ଦମନ ରଣନୀତିର ସମୀକ୍ଷା

ସୁନାବେଡା: କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡ଼ାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ମାଓ ଦମଲ ଅଭିଯାନ ଓ ଆଗାମୀ ରଣନୀତି ବାବଦରେ ଜିଲ୍ଲା ପୋଲିସ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।…

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଯବାନଙ୍କୁ AIIMSରେ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଦୁଇ ଏସଓଜି ଯବାନଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଆଜି ସେମାନଙ୍କୁ ଏମ୍ସରେ ଭେଟିଛନ୍ତି ପୋଲିସ ଡିଜି ଅଭୟ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସେମାନଙ୍କୁ…

 କୋରାପୁଟ ଯିବେ ପୋଲିସ ଡିଜି ଅଭୟ, ୬ଜିଲ୍ଲାର ଏସପିଙ୍କ ସହ ସମୀକ୍ଷା ବୈଠକ

କୋରାପୁଟ: ଆଜି କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ସେଠାରେପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିବେ ପୋଲିସ ଡିଜି।…

ଟିକା ନେଲେ ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ । ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ସେ କଟକ ଇନଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି । ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି । Sri Abhay, @DGPOdisha was the first…

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ

ମାଲକାନଗିରି: ମାଓଏନକାଉଣ୍ଟର ପରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅବୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ଡିଜିପି । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ରଣନୀତି ନେଇ ଆଲୋଚନା କରିଛନ୍ତି । ଗତକାଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମୁହାଁମୁହିଁ…