Latest Odisha News

BREAKING NEWS

ଓଡିଶା ପୋଲିସର ୬୦୦ ଅଧିକାରୀ ଦେଲେଣି ପ୍ଲାଜମା

ଭୁବନେଶ୍ୱର: ଓଡିଶା ପୋଲିସର ୬୦୦ ଜଣ କୋଭିଡ ଯୋଦ୍ଧା ଏଯାବତ୍ ପ୍ରଦାନ କରିଛନ୍ତି ପ୍ଲାଜମା ଦାନ।

ସୂଚନା ଅନୁଯାୟୀ, କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ, ରାଉରକେଲା ଆଇଜିଏଚ୍‌, ବୁର୍ଲା ଭିମସାର୍‌, ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍‌, କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଆଦିରେ ପ୍ଲାଜମା ଦାନ କରି ଅନେକ କରୋନା ରୋଗୀଙ୍କୁ ଜୀବନ ଦାନ ଦେଇଛନ୍ତି ।

ଜାଣନ୍ତୁ, କେଉଁ ଜିଲ୍ଲାର ପୋଲିସ କର୍ମଚାରୀ ମାନେ ପ୍ଲାଜମା ଦାନ କରି ଓଡିଶା ପୋଲିସକୁ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.