ଭୁବନେଶ୍ୱର: ସେପ୍ଟେମ୍ବର ୨୮ରୁ ମୋହାଲୀରେ ଭିନୁ ମଙ୍କଡ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ଓଡିଶା କ୍ରିକେଟ ଆସୋସିଏଶନ ୧୯ ବର୍ଷରୁ କମ୍ ଏହି ଟୁର୍ଣ୍ଣାମେଂଟ ପାଇଁ ୨୨ ଜଣିଆ ପୁରୁଷ ଦଳ ମୋହାଲୀ ପଠାଇଛି । ଖେଳାଳିମାନେ ୨୧ରୁ ୨୫ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ । ୨୬ ଓ ୨୭ରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଓଡିଶା ଦଳ ୨୮ରେ ଉତରପ୍ରଦେଶ, ୨୯ରେ ବିହାର, ଅକ୍ଟୋବର ୧ରେ ଦିଲ୍ଲୀ, ୨ରେ ଛତିଶଗଡ, ୪ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ମ୍ୟାଚ ଖେଳିବ । ପୂର୍ବରୁ ଓସିଏ ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ୱରେ ୨୨ ଜଣିଆ ଦଳ ଘୋଷଣା କରିସାରିଛି । ଆନ୍ତ! ଜିଲ୍ଲା ପ୍ରତିଯୋଗିତାରେ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଏହି ଦଳ ଚୟନ କରାଯାଇଛି ।
ଓଡିଶା ଟିମ୍: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ଆର୍ଶୀବାଦ ସ୍ୱାଇଁ (ଉପ ଅଧିନାୟକ), ସାଂରାଶ କୁମାର, ସାଇଦୀପ ମହାପାତ୍ର, ଓମ ଟି ମୁଣ୍ଡେ, ସାଇ ଶୁଭମ, ଶ୍ରେଷ୍ଠ ସିଂ, ରିତେଶ ପ୍ରିୟରଂଜନ, ରାକେଶ କେ ସାହୁ, ରିତିକ ଚୌଧୁରୀ, ବିମଳ କୁମାର, ସମ୍ବିତ ଏସ ବରାଳ, ଦୀନେଶ ମାଝି, ଅଂଶୁମାନ ସାହୁ, ମହମ୍ମଦ ସୋହେଲ, ଅଂଶୁମାନ ବେଜ, ସୁଶୀଲ କେ ବାରିକ, ନିରଞ୍ଜନ ଗୌଡ, ସାହିଲ ପ୍ରସାଦ, ଆଦିତ୍ୟ ଜୟସିଂ, ଶୁଭମ ସିଂ ଓ ରାଜେଶ କୁମାର ପାତ୍ର ।
ଜୟପୁର ଗସ୍ତରେ ମହିଳା ଟିମ୍: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଓଡିଶା ଦଳ ଜୟପୁର ଗସ୍ତରେ ଯାଇଛି । ସେଠାରେ ୨୮ରେ କର୍ଣ୍ଣାଟକକୁ, ୨୯ରେ ହିମାଚଳ ପ୍ରଦେଶକୁ, ଅକ୍ଟୋବର ୧ରେ ମିଜୋରମ, ୨ରେ ତ୍ରିପୁରା ଓ ୪ରେ ପଂଜାବକୁ ଭେଟିବ ।
୧୯ ବର୍ଷରୁ କମ୍ ମହିଳା ଦଳ: ଶୁଭ୍ର ନିର୍ଝରିଣୀ ସ୍ବାଇଁ, ତନ୍ମୟୀ ବେହେରା, ଜି.ଏମ୍. ଅଳକାନନ୍ଦ, ଜୟସ୍ ନାୟକ, ଦୀପ୍ତି ଭେଙ୍ଗରା, ରୋଶନୀ ବଗର୍ତ୍ତୀ, ଭବାନୀ ଧଡ଼ା, ପୂଜାରାଣୀ ଦାସ, ଜ୍ୟୋତି କୁମାରୀ ପ୍ରସାଦ, ଅଲିପ୍ସା ବିଶ୍ବାଳ, ଅଙ୍କିତା ଗିରି, ଏସ୍.ବି. ଲରେନ୍ସ, ରାଣୀ କୁମାରୀ ପ୍ରସାଦ, ସୂର୍ୟ୍ୟସ୍ନାତ ସ୍ବାଇଁ, ପୂଜା କୁମାରୀ ଯାଦବ, ସ୍ମୃତିରେଖା ମହନ୍ତ, ସୁଚିସ୍ମିତା ପଣ୍ତା, ସୋନି ପ୍ରସାଦ, ମାଳତୀ ମୁର୍ମୁ, ମେଘନା ପାଢୀ, କଳା˚ସି ଧ୍ରିତ୍ୟ, ତନଵି ର˚ଜନା।
BREAKING NEWS
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା
- କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଇସ୍ତଫା
- ଆସନ୍ତୁ ଜାଣିବା ମୋବାଇଲ ଓ ଲ୍ୟାପଟପ ଯୋଗୁ କିପରି ପ୍ରଭାବିତ ହୁଏ ପୁରୁଷଙ୍କ ଫର୍ଟିଲିଟି

Comments are closed.