Latest Odisha News

BREAKING NEWS

୩୦ ଫୁଟ ତଳକୁ ଖସିଲା ଧାନ ବୋଝେଇ ପିକଅପ୍ ଭ୍ୟାନ୍, ଜଣେ ମୃତ

ବୌଦ୍ଧ:  ବୌଦ୍ଧ ଜିଲ୍ଲା ହାଟଗାଁ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଧାନ ବୋଝେଇ ପିକଅପ୍ ଭ୍ୟାନ୍ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇଯାଇଛି ।

Leave A Reply

Your email address will not be published.