Latest Odisha News

BREAKING NEWS

ଝାରସୁଗୁଡାରେ ବୁଲିବାଇ ଆପ୍‌ ଚେର, ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ

ଭୁବନେଶ୍ବର : ବହୁଚର୍ଚ୍ଚିତ ବୁଲ୍ଲିବାଇ ଆପ୍‌ ମାମଲା । ଝାରସୁଗୁଡାର ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟିମ୍‌ । ଗିରଫ ଯୁବକ ହେଉଛନ୍ତି ନୀରଜ କୁମାର ସିଂହ ।

BjdElectrycity

ବୁଲ୍ଲିବାଇ ଆପ୍‌କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ଜୋରଦାର ଚାଲିଛି । ଜଣେ ପରେ ଜଣେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ ଲାଗିଛି ସ୍ପେଶାଲ ଟିମ୍‌ । ଏହି କ୍ରମରେ ଗୁରୁବାର ଝାରସୁଗୁଡାର ବ୍ରଜରାଜନଗରରୁ ନୀରଜ କୁମାର ସିଂହଙ୍କୁ ଗିରଫ କରିଛି ମୁମ୍ବାଇରୁ ଆସିଥିବା କ୍ରାଇମ୍‌ ବ୍ରାଞ୍ଚ ଟିମ୍ ।

 

Comments are closed, but trackbacks and pingbacks are open.