ମୁମ୍ବାଇ: ରିଲିଜ ହୋଇଛି ଆଗାମି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାନା ସାବଧାନ’ର ଆଉ ଏକ ନୂଆ ଗୀତ ‘ଉ ଲାଲା’ । ଗୀତରେ ଆୟୁଷ୍ମାନଙ୍କ ଡ୍ୟାନ୍ସ ସାଙ୍ଗକୁ ମସ୍ତି ଭରା ମୁଡ୍ ଦେଖିବାକୁ ମିଳିଛି । ପୁରା ଗୀତଟିକୁ ଟ୍ରେନ୍ ଭିତରେ ସୁଟିଂ କରାଯାଇଛି । ଏହି ଗୀତକୁ ଗାଇଛନ୍ତି ନେହା କକ୍କର, ସୋନୁ କକ୍କର ଏବଂ ଟୋନି କକ୍କର । ଏହାର ମୁ୍ୟଜିକ କମ୍ପୋଜ କରିଛନ୍ତି ତନିକ୍ସ ବାଗଚୀ ଓ ଟୋନି କକ୍କର ।
ହିତେଶ କୈବଲ୍ୟଙ୍କ ନିଦେ୍ର୍ଧଶନାରେ ତିଆରି ଏହି ଫିଲ୍ମ ସମଲିଙ୍ଗି ସମ୍ପର୍କ ଉପରେ ଆଧାରିତ । ଏହାର ଲିଡ୍ ରୋଲ୍ରେ ଆୟୁଷ୍ମାନ ଖୁରାନା ଥିବା ବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି ନବାଗତା ଜିତେନ୍ଦ୍ର କୁମାର । ଅନ୍ୟ ପ୍ରମୁଖ ଭୂମିକାରେ ନୀନା ଗୁପ୍ତା, ଗଜରାଜ ରାଓ, ପଙ୍ଖୁଡି ଅୱସ୍ତି ଓ ନୀରଜ ସିଂହ ଅଛନ୍ତି । ଫିଲ୍ମଟି ଆସନ୍ତା ଶୁକ୍ରବାର ପରଦାକୁ ଆସିବ ।
BREAKING NEWS
- ଓୟୁଏଟିରେ ଅଘଟଣ;ଭୁଶୁଡ଼ିଲା ନିର୍ମାଣାଧୀନ ଗେଟ୍ର ଛାତ,ଏକାଧିକ ଶ୍ରମିକ ଆହତ
- ଛାତ୍ରଙ୍କ ଉପରେ ପେଲେଟ୍ ଗନ୍ ମାଡ଼ କଲା କିଏ?’: ଥାନା ବାହାରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ, ଶେଷରେ ଝୁଙ୍କିଲା ପୋଲିସ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ: ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ
- ପିଏମ୍ ସୂର୍ଯ୍ୟ ଘର ଯୋଜନା: ରୁଫ୍ଟପ୍ ସୋଲାର୍ ଲଗାଇବାରେ ଦେଶରେ ସପ୍ତମ ସ୍ଥାନକୁ ଉଠିଲା ଓଡ଼ିଶା
- ପାରାଦୀପ ବନ୍ଦରର ବିକାଶକୁ ନୂଆ ଉଡ଼ାଣ: ୪୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ
- ମହାକାଶରେ ମିଳିଲା ‘ଦ୍ୱିତୀୟ ପୃଥିବୀ’: ସୁପର-ଆର୍ଥ ଜିଜେ୩୩୭୮ବିର ସନ୍ଧାନ
- Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍,୧୧ ଗେଟ୍ ଦେଇ ଜଳ ନିଷ୍କାସନ
- କ୍ଷମତାର ଅପବ୍ୟବହାର ଅଭିଯୋଗ: ସାଂସଦଙ୍କ ପୁଅଙ୍କ କାର୍ ଧକ୍କାରେ ଯୁବତୀଙ୍କ ମୃତ୍ୟୁ ପରେ ବି ଥାନାରୁ ଖସିଲେ ଅଭିଯୁକ୍ତ
- ନୟାଗଡ଼ରୁ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି; ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
- ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ, କିନ୍ତୁ ଭାରତ ଗସ୍ତକୁ ନେଇ ଦ୍ୱନ୍ଦ୍ୱରେ ଢାକା

Comments are closed.