ଭୁବନେଶ୍ୱର: ରାଜ୍ୟର ସରକାରୀ ଡିଗ୍ରୀ କଲେଜ୍ରେ ୬୦୬ ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ ।
ପଦବୀ ବାବଦରେ ସୂଚନା
ଆନ୍ଥ୍ରୋପଲୋଜି- ୬
ବଟାନୀ- ୪୮
କେମେଷ୍ଟ୍ରି- ୮୫
କମର୍ସ-୩୦
ଇକୋନମିକ୍ସ-୪୦
ଏଜୁକେସନ-୨୦
ଇଂଲିଶ- ୪୪
ଏନଭିରୋମେଂଟାଲ ସାଇନ୍ସ- ୫
ଜୋଗ୍ରାଫି- ୧୦
ହିଷ୍ଟ୍ରି- ୩୦
ଲଜିକ ଆଣ୍ଡ ଫିଲୋସଫି- ୧୦
ମ୍ୟାଥମେଟିକ୍ସ- ୬୩
ଓଡିଆ- ୨୫
ଫିଜିକ୍ସ- ୭୫
ପଲିଟିକାଲ ସାଇନ୍ସ – ୧୦
ସାଇକୋଲଜି- ୧୪
ଲାଇଫ୍ ସାଇନ୍ସ- ୩
ଜୁଲୋଜି -୬୮
ଶିକ୍ଷାଗତ ଯୋଗ୍ୟତା
ମାଷ୍ଟର ଡିଗ୍ରୀ ( ୫୫ ପ୍ରତିଶତ ମାର୍କ କିମ୍ବା ଡିଗ୍ରୀରେ ସେକେଣ୍ଡ କ୍ଲାସ )
ଆବେଦନକାରୀ ନେଟ୍ ପାସ୍ କରିଥିବେ କିମ୍ବା ନିର୍ଦ୍ଦିଷ୍ଟ ବିଷୟରେ ପିଏଚ୍ଡି
ଓଡିଆରେ ଭାଷାଜ୍ଞାନ ଅବଶ୍ୟକ । ସ୍କୁଲରେ ଓଡିଆ ବିଷୟ ରଖି ପାସ୍ ଆବଶ୍ୟକ ।
ବୟସ
ଜାନୁଆରୀ ୧, ୨୦୨୦ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ରୁ ୪୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।
ଆପ୍ଲିକେସନ ଫି
ଆବେଦନକାରୀଙ୍କ ପାଇଁ ଫି-୪୦୦ ଟଙ୍କା
ଏସସି/ଏସସି/ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି ନାହିଁ
ନିଯୁକ୍ତି ପ୍ରକ୍ରିୟା
ସର୍ଟଲିଷ୍ଟ କରାଯିିବା ପରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ ।
ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।
କେମିତି ଆବେଦନ କରିବେ
ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ ।
ଅନଲାଇନ୍ ଆବେଦନ କରିବା ବେଳେ ଆବେଦନକାରୀ ସମସ୍ତ ଡକ୍ୟୁମେଂଟ୍ ଦେବା ଜରୁରୀ ।
ଅନଲାଇନରେ ଆପ୍ଲିକେସନ ସବମିଟ୍ କରିବା ପରେ ରେଜିଷ୍ଟ୍ରେସନ ଆଇଡି ସହ ଫାଇନାଲ ପ୍ରିଂଟ୍ ଆଉଟ ଜରୁରୀ
ଗୁରୁତ୍ୱପୂର୍ଣ୍ଣ ତାରିଖ
-ଫେବ୍ରୁଆରୀ ୮, ୨୦୨୦ରୁ ଅନଲାଇନରେ ଆପ୍ଲିକେସନ ଉପଲବ୍ଧ
-ଆବେଦନ କରିବାର ଶେଷ ତାରିଖ ମାର୍ତ୍ତ ୨ ତାରିଖ ୨୦୨୦
-ଆପ୍ଲିକେସନ ଫି ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୬ ତାରିଖ ୨୦୨୦
BREAKING NEWS
- Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ
- Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
Comments are closed.