Latest Odisha News

BREAKING NEWS

ଅନ୍ତରୀଣ ଜାମିନକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ବିଚାର ବିଭାଗୀୟ ଅନ୍ତରୀଣ ଜାମିନ ଆବେଦନକୁ ମଙ୍ଗଳବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଅଦାଲତଙ୍କ କହିବାନୁଯାୟୀ, ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୩୯ ଅନୁସାରେ ସେସନ କୋର୍ଟ ଗୁଡ଼ିିକ ଦ୍ୱାରା ଅନ୍ତରୀଣ ଜାମିନ ପ୍ରଦାନ କରାଯାଉଥିଲା । ଏହାକୁ ଆସନ୍ତା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ରାଜ୍ୟରେ ଲକ୍‌ଡ଼ାଉନ ପରିସ୍ଥିତିକୁ ଲକ୍ଷ୍ୟକରି ଜନସାଧାରଣଙ୍କ ସୁବିଧା ନିମନ୍ତେ ହାଇକୋର୍ଟ ଏହିପରି ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ଉଚ୍ଛେଦ ହୋଇପାରିବ ନାହିଁ । ଏପରିକି ପାରୋଲରେ ଆସୁଥିବା ଅଭିଯୁକ୍ତମାନେ ମଧ୍ୟ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏପରିକି ି ବ୍ୟାଙ୍କ ବା କୌଣସି ଆର୍ଥିକ ସଂସ୍ଥାଗୁଡ଼ିକ ମଧ୍ୟ ନାଗରିକମାନଙ୍କ ସମ୍ପତ୍ତି ଏହି ସମୟରେ ନିଲାମ କରିପାରିବେ ନାହିଁ ।

Leave A Reply

Your email address will not be published.