ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଲଭ୍-ସେକ୍ସ-ଧୋକା । ମହିଳାଙ୍କୁ ଧୋକା ଦେଇ ଜେଲ୍ ଗଲେ ଓଏସ୍ଏପି ଯବାନ । ଭୁବନେଶ୍ୱର ନୟାପଲ୍ଲି ଅଚଂଳର ଜଣେ ମହିଳାଙ୍କୁ ଫସାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଓଏସ୍ଏପି ଯବାନ ରାଜକିଶୋର ଭୋଇ ଗିରଫ ହୋଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ଥରେ ମଧ୍ୟ ସେ ଏହି ଅଭିଯୋଗରେ ଜେଲ୍ ଯାଇ ସାରିଛନ୍ତି ।
ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ସଂପୃକ୍ତ ମହିଳା ଜଣଙ୍କ ସହିଦନଗର ଥାନାରେ ରାଜକିଶୋରଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ । ସେତେବେଳେ ମଧ୍ୟ ରାଜକିଶୋର ଗିରଫ ହୋଇ ୨ ମାସ ଜେଲ୍ରେ ରହିଥିଲେ । ଏହାପରେ ଜାମିନ୍ରେ ଆସିଥିଲେ । ତେବେ ଏବେ ପୁଣି ଥରେ ସେ ମହିଳାଙ୍କୁ ଫସାଇ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଏହା ଜଣାପଡିବା ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏହାରି ଭିତରେ ରାଜକିଶୋର ଅନ୍ୟତ୍ର ବିବାହ ମଧ୍ୟ କରିନେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
BREAKING NEWS
- Statewide ‘Daman’ Drive:୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ;ଅପରାଧୀଙ୍କ ଉପରେ ନଜର…
- PM Modi flags climate inequality:ବିକଶିତ ଦେଶଗୁଡ଼ିକରେ କାର୍ବନ୍ ନିର୍ଗମନ ଭାରତ ତୁଳନାରେ ଛଅ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ ମୋଦୀ
- ଅଗରକର ଦେଲେ ଇସ୍ତଫା ପତ୍ର: ଚିଫ୍ ସିଲେକ୍ଟର ପଦରୁ ଓହରିବାକୁ ନେଇଛନ୍ତି ନିଷ୍ପତ୍ତି
- ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ହ୍ୱାଟ୍ସଆପ୍ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା ଘୁଞ୍ଚିଲା
- ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ
- ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା
- ୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ
- କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ
- ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

Comments are closed.