Latest Odisha News

BREAKING NEWS

କପ୍ତିପଦାରେ କରୋନା: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର: କପ୍ତିପଦାରେ କରୋନା କାୟା । କରୋନାର ଓମିକ୍ରନ ଭାରିଆଣ୍ଟ ଏହାର କାୟା ବିସ୍ତାର କରିଥିବା ବେଳେ କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ ୪୦ ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।
ଉଦଳା ମେଡିକାଲର ଏକ ଟିମ୍ ଶିକ୍ଷାନୁଷ୍ଠାନରେ ପହଞ୍ଚିଛି । ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କର ନମୂନା ସଂଗ୍ରହ କରିବା ସହିତ ଏହାକୁ ଆରଟିପିସଆର ଟେଷ୍ଟ ପାଇଁ ପଠାଯାଇଛି ।

Leave A Reply

Your email address will not be published.