Caravan Bus: କୋଣାର୍କରୁ ଗଡିଲା କାରାଭାନ ବସ୍, ପର୍ଯ୍ୟଟକଙ୍କୁ ଦେବ ବିଳାସପୂର୍ଣ୍ଣ ଅନୁଭୂତି
କୋଣାର୍କ: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କାରାଭାନ ସେବା । ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଏହି ବସ ଗଡିବ । ଆଜି ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହାକୁ…