Latest Odisha News

BREAKING NEWS

ଅସୁସ୍ଥ କି ବିଗ୍ ବି ଅମିତାଭ ବଚ୍ଚନ; ଅଧାରେ ଅଟକିଲା KBC…

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର କୁଇଜ୍ ଶୋ "କୌନ୍ ବନେଗା କରୋଡ଼ପତି"ରେ ବହୁ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କର ଶୋ' ଏକ ବଡ଼ ହିଟ୍ ଏବଂ ଦର୍ଶକମାନେ ପ୍ରତି ସିଜିନ୍ ଦେଖିବା ପାଇଁ ଉତ୍ସାହିତ ହୋଇ ରହିଛନ୍ତି। ତେବେ ଏବେ ଖବର ଆସୁଛି ଯେ ଅମିତାଭ…

୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ ହେଉଛି ଦଶମ ‘ଦୀପୋତ୍ସବ’। ଶନିବାର ସନ୍ଧ୍ୟା ସୁଦ୍ଧା, ସରୟୁ ନଦୀ କୂଳରେ ଥିବା ‘ରାମ କି ପୈଡ଼ି’ର ୫୬ଟି ଘାଟକୁ ଲକ୍ଷ ଲକ୍ଷ ଦୀପରରେ ଆଲୋକିତ କରାଯାଇଥିଲା। ଏଥିର ୩୦ ଲକ୍ଷ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହା ସହିତ ନୂତନ ବିଶ୍ୱ ରେକର୍ଡ଼ ହୋଇଛି। ବିଭିନ୍ନ…

Cuttack Kali Puja: କାଳୀପୂଜାରେ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ;ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ

କଟକ:ପୋଲିସ ପକ୍ଷରୁ କଟକରେ କାଳୀପୂଜା ଓ ଭସାଣି ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକ ୟୂପିଡି ପୋଲିସ ପକ୍ଷରୁ କଟକ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରସ୍ତୁତି କରାଯାଇଛି । ସୂଚନାଥାଉକି,କଟକ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ପୂଜା ଓ ଭସାଣି ପାଇଁ…

ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି :ସ୍ୱସ୍ତିକ ସାମଲ ହେଲେ ଓଡ଼ିଶା ଦଳର ଅଧିନାୟକ

ଆଗାମୀ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି  ୨୦୨୬ ପାଇଁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ଭାବେ ୨୬ ବର୍ଷୀୟ ବ୍ୟାଟର ସ୍ୱସ୍ତିକ ସାମଲଙ୍କୁ ନିଯୁକ୍ତ କରାଯାଇଛି ।  ନିକଟରେ ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ରେ ୮୦ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଓଡ଼ିଶାକୁ ମ୍ୟାଚ୍…

ଧନତେରସରେ ରେକର୍ଡ ସୃଷ୍ଟି କଲା ସୁନା-ରୂପା ମୁଦ୍ରା ବିକ୍ରି, ପ୍ରତି ଘଣ୍ଟାରେ ବିକ୍ରି ହେଲା ଏତିକି…

ନୂଆଦିଲ୍ଲୀ: ଧନତେରସରେ ରେକର୍ଡ କଲା ୧୦ମିନିଟ୍ ଆପ୍ସ । ପ୍ରତି ଘଣ୍ଟାରେ ବିକ୍ରି ହେଲା ୧୪,୦୦୦ସୁନା ଏବଂ ରୂପା ମୁଦ୍ରା । ଦିପାବଳୀ ଏବଂ ଧନତେରସର ଅବସରରେ ସୁନା- ରୂପା କିଣିବା ଶୁଭ ବୋଲି କୁହାଯାଏ । ତେଣୁ ଏହି ଅବସରରେ ସୁନା- ଚାନ୍ଦୀ ମୁଦ୍ରାର ଦାବି ଦ୍ରୁତଗତିରେ ବଢି ଯାଇଛି । ଚଳିତବର୍ଷ…

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଲୋକର ଏହି ପର୍ବକୁ ଖୁସି ଓ ଉତ୍ସାହର ସହ ପାଳନ କରନ୍ତୁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ବୀର ଯବାନଙ୍କ ସହ ମୋଦି ଦୀପାବଳି ପାଳନ କରିବେ ବୋଲି…

ଦୀପାବଳି ପୂର୍ବରୁ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ଶନିବାର ସକାଳେ ଭାରତର ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ପୁଣି "ଅତ୍ୟନ୍ତ ଖରାପ" ହୋଇପଡ଼ିଛି। ଏହା ଆହୁରି ଖରାପ ହେବାର ଆଶଙ୍କା କରାଯାଉଛି। ଦ୍ରୁତ ଗତିରେ ବଢ଼ୁଥିବା ପ୍ରଦୂଷଣ ସରକାର ଏବଂ ପରିବେଶ ବିଶେଷଜ୍ଞଙ୍କ ଚିନ୍ତା ବଢାଇ…

ନ୍ୟୁଜିଲାଣ୍ଡର ନାମରେ ରଚିହେଲା ଅଲୋଡ଼ା ରେକର୍ଡ, ବିରାଟ ଭାଙ୍ଗିଲେ ପଣ୍ଟିଂଙ୍କ ୱାର୍ଲ୍ଡ ରେକର୍ଡ!

ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ  ମ୍ୟାଚ୍‌ରେ ଭାରତ ୪ ରନ୍‌ରେ ବିଜୟୀ ହୋଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍‌ରେ କ୍ରିକେଟ୍ ଇତିହାସର ୫ଟି ବଡ଼ ରେକର୍ଡ ସୃଷ୍ଟି ହୋଇଛି । ୨୦୨୬ କ୍ୟାଲେଣ୍ଡର ବର୍ଷରେ…

କେନ୍ଦୁଝର ରାଇକଳାରେ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟର କୃଷି, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ କେନ୍ଦୁଝରରେ ଆଉ ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାର ରାଇକଳା ଗ୍ରାମପଞ୍ଚାୟତ ତଥା ସମଗ୍ର କେନ୍ଦୁଝର ଏବଂ ମୟୂରଭଞ୍ଜ…

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଝଟକା, ହ୍ୟାରି ବକ୍ସର ଅଟକ…

ୱାଶିଂଟନ: ଲରେନ୍ସ ବିଷ୍ନୋଇଙ୍କ ସହ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରକୁ ଆମେରିକାରେ ଅଟକ ରଖାଯାଇଛି। ବକ୍ସର ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅଛି ଏବଂ ହତ୍ୟା ଓ ବଟି ଆଦାୟ ଭଳି ଅନେକ ଅଭିଯୋଗର ସମ୍ମୁଖୀନ ହେଉଛି। ବକ୍ସର ମୁମ୍ବାଇରେ ଚଳଚ୍ଚିତ୍ର ନିର୍ମାତା ରୋହିତ…