Latest Odisha News

BREAKING NEWS

ରଖେ ହରି,ମାରେ କିଏ:ଯାଜପୁରରୁ ଭାସିଲେ,ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା

ପଟ୍ଟାମୁଣ୍ଡାଇ:ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା । ଚିକିତ୍ସା ପରେ ବୃଦ୍ଧା କେଶି ଦଳେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ଦୀର୍ଘ ବାଟ ଭାସିଯିବା ପରେ ବି ବୃଦ୍ଧା ଜଣକ ପାଣି ସହ…

ଏସିଆନ୍ ଗେମ୍ସ ୨୦୨୬: ଆଥଲେଟିକ୍ସରେ ଭାରତର ଦମ୍‌ଦାର୍ ପ୍ରଦର୍ଶନ, ଗୋଟିଏ ଦିନରେ ଜିତିଲା ୫ଟି ପଦକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ରବିବାର ଦିନଟି ଭାରତୀୟ ଆଥଲେଟିକ୍ସ ପାଇଁ ଅତ୍ୟନ୍ତ ସଫଳ ଓ ସ୍ମରଣୀୟ ରହିଛି । ଟ୍ରାକ୍ ଆଣ୍ଡ୍ ଫିଲ୍ଡ  ଇଭେଣ୍ଟଗୁଡ଼ିକରେ ଭାରତୀୟ ଆଥଲେଟ୍‌ମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୫ଟି ପଦକ (୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ) ନିଜ ନାମରେ କରିଛନ୍ତି । ମହିଳା ୨୦୦…

India’s First LNG Train:ଦେଶର ପ୍ରଥମ LNG ଟ୍ରେନ୍‌ର ଶୁଭାରମ୍ଭ; ଗୃହମନ୍ତ୍ରୀ ଅମିତ ଶାହ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ:ଦେଶର ପ୍ରଥମ LNG ଟ୍ରେନ୍‌ର ଶୁଭାରମ୍ଭ କରାଯାଇଛି। ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାବରମତୀ ରେଳ ଷ୍ଟେସନରୁ ଦେଶର ପ୍ରଥମ LNG-ଚାଳିତ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ସାବରମତୀ ଡିଭିଜନ୍ ପାଇଁ ଅନେକ ରେଳ ପ୍ରକଳ୍ପର…

‘ମୁଁ ନିଜକୁ ସର୍ବଶ୍ରେଷ୍ଠ ଭାବେ ନାହିଁ’: ବିରାଟ କୋହଲି କାହିଁକି କହିଲେ ଏପରି? 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ନିଜକୁ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଗ୍ରହଣ କରିବାକୁ ମନା କରିଛନ୍ତି ।  ସେ କହିଛନ୍ତି ଯେ କ୍ରିକେଟ୍‌ର ବିଭିନ୍ନ ଯୁଗରେ ଅନେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦଳ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା…

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କୁ ଦୁର୍ବ୍ୟବହାର: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସଙ୍ଗିନ ଥିବା ବେଳେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି । ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ମଢ଼େଇ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ସମୟରେ ଲୋକଙ୍କ ଆକ୍ରୋଶ ଏବଂ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ବନ୍ୟା…

ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ପଷ୍ଟ ସଙ୍କେତ: ଅକ୍ଟୋବର ପ୍ରଥମ ସପ୍ତାହରୁ ଛାଡ଼ିବ ବର୍ଷା, ଅସହ୍ୟ ଗୁଳୁଗୁଳି ନେଇ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ପାଣିପାଗ ଏବେ ପୁଣି ଥରେ ଖରାପ ରୂପ ନେବାର ଆଶଙ୍କା ଦେଖାଦେଇଛି । ସେପ୍ଟେମ୍ବର ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବଂ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଏକାଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଲେଶ୍ୱର,…

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିବ ୩୦ ଦିନିଆ ରିଚାର୍ଜ ପ୍ଲାନ୍ ଏବଂ କେବଳ ‘ଭଏସ୍-ଏସଏମଏସ’…

ଭୁବନେଶ୍ୱର: ପ୍ରିପେଡ୍ ମୋବାଇଲ୍ ଗ୍ରାହକମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ ) ପକ୍ଷରୁ ଗ୍ରାହକ ସୁରକ୍ଷା ନିୟମରେ ବଡ଼ ଧରଣର ସଂଶୋଧନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ଖୁବଶୀଘ୍ର ଗ୍ରାହକମାନଙ୍କୁ ୩୦ ଦିନିଆ ବୈଧତା…

ଲୋକଙ୍କ ସମସ୍ୟା ଶୁଣିବେ ଅଧିକାରୀ: ସୋମବାରକୁ ‘ନୋ ମିଟିଂ ଡେ’ (No Meeting Day) ଘୋଷଣା କଲେ ରାଜ୍ୟ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ନିଜର ଦୁଃଖ ଓ ସମସ୍ୟା ଜଣାଇବାକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସରକାରୀ ଅଧିକାରୀମାନେ ଯେପରି ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ଦେବେ ଏବଂ ସେମାନଙ୍କ ଅଭିଯୋଗର ତୁରନ୍ତ ଶୁଣାଣି କରିବେ,…

ଏମଏଲଏ ସରୋଜ କୁମାର ପ୍ରଧାନଙ୍କ ନାମରେ ଗିରଫ ପରୱାନା ଜାରି କଲେ କୋର୍ଟ

ବୌଦ୍ଧ: ବୌଦ୍ଧ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୁଦ୍ଧରେ ଏକ କୋର୍ଟ ପକ୍ଷରୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି । ଏକ ପୁରୁଣା ଆଇନଗତ ମାମଲାରେ ବାରମ୍ବାର ସମନ୍ ଜାରି କରାଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ନ ହେବାରୁ କୋର୍ଟ ଏଭଳି…