ଜାଣନ୍ତୁ ଓଡିଶାର କେଉଁ ୧୨ଟି ଜିଲ୍ଲାକୁ ପ୍ରଭାବିତ କରିବ ସାମୁଦ୍ରିକ ଝଡ ‘ଫନି’
ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।
ଆଇଏମଡିର ରିପୋର୍ଟ ଅନୁସାରେ ମେ’ ୨ ତାରିଖରେ ଦକ୍ଷିଣ ଉପକୂଳ ଜିଲ୍ଲାର…