Latest Odisha News

BREAKING NEWS

ମହଙ୍ଗା ପଡିଲା ରିଲ୍ସରେ ସୁନା ଓ ଟଙ୍କା ଦେଖାଇବା; ଚୋର ନେଇଗଲେ ୧ କୋଟିର ଅଳଙ୍କାର…

ଚେନ୍ନାଇ: ତାମିଲନାଡୁର କନ୍ୟାକୁମାରୀରେ ରହୁଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମଧୁମିତା ପ୍ରାୟତଃ ତାଙ୍କ ରିଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଖାସ୍ କରି ସେ ରିଲ୍ସରେ ଅଳଙ୍କାର ଏବଂ ନଗଦ ଟଙ୍କା ଦେଖାଇଥାନ୍ତି। ଆଉ ତାଙ୍କର ଏହି ରିଲ୍ସ ନିଶା ପାଇଁ ତାଙ୍କୁ ୧ କୋଟି ଟଙ୍କାର କ୍ଷତି ସହିବାକୁ…

ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର

ନୂଆପଡା: କମିଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଲଗାଣ ବର୍ଷା ନୂଆପଡା ଜିଲ୍ଲବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି । କେଉଁଠି ଘର ଅଧାରୁ ଭାଙ୍ଗିଯାଇଛି ତ କେଉଁଠି ଘରେ ପଶିଛି ପାଣି । ନିଜ ଘର ଦ୍ୱାର ଛାଡି ଲୋକ ଅନ୍ୟଘରେ ଆଶ୍ରୟ ନେଇଛନ୍ତି । ଭୀଷଣ ବର୍ଷାରେ ଚାଳଛପର କଥା ଛାଡନ୍ତୁ…

ଆସୁଛି ଆଉ ଏକ ଲଘୁଚାପ, ମିଆଁମାର-ବାଂଲାଦେଶ ଉପକୂଳ ଦେଇ…

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଧ୍ୟ ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ ମିଆଁମାର ଉପକୂଳ ନିକଟରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି…

Hirakud Dam:ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଗେଟ୍‌:୨୬ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ,ତଳିଆ ଅଂଚଳ ପାଇଁ ସର୍ତକତା

ସମ୍ବଲପୁର:ଅବପାତ ଜନିତ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଗତକାଲି ପର୍ଯ୍ୟାୟକ୍ରମେ ୨୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଥିବା ବେଳେ ଆଜି ସକାଳୁ ପୁଣି…

R&B Funds Fraud: ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଆଉ ୪ ଗିରଫ

ଭୁବନେଶ୍ୱର: ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୯.୨୪ କୋଟି ଟଙ୍କାର ସରକାରୀ ପାଣ୍ଠି ହରିଲୁଟ୍ ଘଟଣାରେ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଭୁବନେଶ୍ୱରସ୍ଥିତ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର (R&B) ଡିଭିଜନ୍-୧ କାର୍ଯ୍ୟାଳୟର ଆଉ ଚାରି ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଏହି ନୂଆ ଗିରଫଦାରୀ…

Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର

ବ୍ୟୁରୋ: ଆରମ୍ଭ ହେଲା ଉତ୍ସବ ଋତୁ । ପୂଜା ପର୍ବାଣୀରେ କମ୍ପିବ ଗାଁଠୁ ସହର । ଘରେ ଘରେ ଉତ୍ସାହ ଓ ଉଦ୍ଦିପନା । ନୂଆ ଜିନିଷ କିଣାକିଣିର ଚାଲିବ ପର୍ବା ଆପଣମାନେ ନିହାତି ପୂଜା ବଜାରରୁ ଘରକରଣା କିମ୍ବା ବୈଦ୍ୟୁତିକ ଉପକରଣ କିଣିବାକୁ ପ୍ଲାନ୍ ତ କରିଥିବେ । ହେଲେ କଣ ପୂଜା ବଜାର ପୂର୍ବରୁ…

ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ସମୀକ୍ଷା…

ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ

ପୁରୀ : ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ । ଶ୍ରୀମନ୍ଦିରରେ ଭକ୍ତଙ୍କ ଭାରି ଭିଡ । ଦୀର୍ଘ ୧୫ ଦିନ ଧରି ପିତୃପୁରୁଷଙ୍କ…

India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧…

ମୁମ୍ବାଇ: ଭାରତୀୟ ସିନେମାର ଷ୍ଟାର୍‌ମାନଙ୍କ ମଧ୍ୟରେ କିଏ ସବୁଠୁ ଧନୀ? ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିଛି ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୬। ତାଲିକା ଅନୁସାରେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ୍‌ ଭାରତର ସବୁଠୁ ଧନୀ ଅଭିନେତା ଭାବେ ଶୀର୍ଷରେ ରହିଛନ୍ତି। ତାଙ୍କ ଆନୁମାନିକ…

ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ

ସାଉଥ ଆଫ୍ରିକା: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ…