Latest Odisha News

BREAKING NEWS

ବିଏମ୍‌ସି ଅଫିସ୍‌ରେ ନାହାନ୍ତି ଅଫିସର, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଏଏସ ସଙ୍ଘ। ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣ ପ୍ରତିବାଦ ଓ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଓଏଏସ ସମୂହ ଛୁଟିରେ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି…

ସହକାରୀ ଯନ୍ତ୍ରୀଙ୍କ ଘର କିଣା ନିଶା; ସିକ୍ରେଟ ଚାମ୍ବରରେ ରଖିଥିଲେ ୬ ଲକ୍ଷ..

ଭୁବନେଶ୍ୱର: ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା ନେଇ ତାଙ୍କର ସମ୍ବଲପୁର ବାସଭବନରେ ଗୁରୁବାର ଦିନ ଭିଜିଲାନ୍ସ ତରଫରୁ…

ଏଆଇ ଟୁଲ୍ ଉପରେ ନିଜେ ଭରସା କରିପାରୁନାହାନ୍ତି ସିଇଓ ଅଲ୍ଟମ୍ୟାନ୍: ବ୍ୟବହାରକାରୀଙ୍କୁ ଦେଲେ ଏହି ଉପଦେଶ…

ନୂଆଦିଲ୍ଲୀ: ଓପନ ଏଆଇର ଚାର୍ଟ ଜିପିଟି ଲଞ୍ଚ ହେବା ପରଠାରୁ, ଏହି ଏଆଇ ଟୁଲ୍ ବହୁ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ଧରି, ଘିବିଲି ଟ୍ରେଣ୍ଡ ଠାରୁ ଆରମ୍ଭ କରି ଅଫିସିଆଲ ଟୁଲ୍ ଯାଏଁ ଚାର୍ଟ ଜିପିଟି ବହୁତ ଶିରୋନାମା ସୃଷ୍ଟି କରିଛି । ସାରା ବିଶ୍ୱରେ ଲୋକମାନେ ଏହି ଏଆଇ ଟୁଲ୍ ବ୍ୟବହାର…

ପାକିସ୍ତାନ ନୁହେଁ ଏଇ ଦେଶ ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ତିସ୍ତା ନଦୀ ବିବାଦ, ସିଲିଗୁଡି କରିଡର ହେଉ କି ଚୀନ୍, ପାକିସ୍ତାନ ସହ ବନ୍ଧୁତା । ଭାରତ ପାଇଁ ଚିନ୍ତାର କାରଣ ହେଲାଣି ପଡୋଶୀ ବାଂଲାଦେଶ । ଗତ ବର୍ଷେ ଭିତରେ ବାଂଲାଦେଶ ଭାରତ ପାଇଁ ଏତେ ଅଡୁଆ ସୃଷ୍ଟି କରିଛି ଯାହା ୧୦ବର୍ଷ ଭିତରେ କେବେ ହୋଇନଥିଲା । ଭାରତର ଶତ୍ରୁଙ୍କ ସହ…

ଗୋଷ୍ଠୀ କନ୍ଦଳ ହେବ କି ବିଜେପି ପାଇଁ କାଳ ?

ଭୁବନେଶ୍ବର: ବିଜେପିରେ ଅଲ୍ ଇଜ ନଟ୍ ଓ୍ବେଲ୍ । ରଥଯାତ୍ରା ପରଠୁ ଗୋଟେ ପରେ ଗୋଟେ ଘଟଣାରୁ ଏକଥା ବେଶୀ ବେଶୀ ସ୍ପଷ୍ଟ ହେବାରେ ଲାଗିଛି । କ୍ଷମତାରେ ଥିବା ଗୋଷ୍ଠୀ ଓ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଶେଷ କରି ବିଏମସି ଅତିରିକ୍ତ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇ ଚଢ଼ାଉ ମାମଲାରେ ମିଳିଲା ସାମୟିକ ଆଶ୍ବସ୍ତି । ପରବର୍ତ୍ତୀ ଶୁଣାଣି ଯାଏ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ମାମଲାର…

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ,ଦିଶୁଛି ଅତି ସୁନ୍ଦର: ଗଜପତି ମହାରାଜା

ପୁରୀ:ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରିଛନ୍ତି । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଅତି ସୁନ୍ଦର ଦିଶୁଛି ବୋଲି କହିଛନ୍ତି ଗଜପତି ମହାରାଜା । ଏଥିସହ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି କହିଛନ୍ତି ।…

କାହିଁକି ଗାଜା ପ୍ରସ୍ତାବରେ ରାଜି ହେବାକୁ ପ୍ରସ୍ତୁତ ଇସ୍ରାଏଲ?, ହମାସ ଏବେବି କରୁଛି ବିଚାର….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ସମସ୍ତଙ୍କ ନଜର ଗାଜାରେ ଯୁଦ୍ଧବିରତି ଉପରେ ରହିଛି। ଏହାକୁ ନେଇ ବଡ ସଙ୍କେତ ଦେଇଛି ଇସ୍ରାଏଲ ।  ଆମେରିକୀୟ ଖବରକାଗଜ 'ଦି ନ୍ୟୁୟର୍କ ଟାଇମ୍ସ' ସୂତ୍ରକୁ ଉଦ୍ଧୃତ କରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଏକ ସମ୍ଭାବ୍ୟ…

ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି…

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା; ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ

ଭୁବନେଶ୍ୱର: ବିଏମସି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଏବଂ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗୁରୁବାର ଘୋଷଣା କରିଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସଂଘ। ଏହି ପ୍ରସଙ୍ଗରେ ଏକ ବୈଠକ କରିବା ପରେ ସଂଘ…