Next-Generation Akash Missile: Akash-NGର ସଫଳ ପରୀକ୍ଷଣ;ଭାରତର ସୁରକ୍ଷାକୁ ଆହୁରି କରିବ ସୁଦୃଢ଼
ନୂଆଦିଲ୍ଲୀ:ଭାରତୀୟ ସେନା ମଙ୍ଗଳବାର ଦିନ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଆକାଶ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ଉନ୍ନତ ସଂସ୍କରଣ, ଆକାଶ ନେକ୍ସଟ୍ ଜେନେରେସନ୍ ( Akash Next Generation missile system)(ଆକାଶ-ଏନଜି)ର ସଫଳ ପରୀକ୍ଷଣ କରିଛି । ଏହାକୁ ଦେଶର…