Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ: ଫଡନାବିସ୍‌ଙ୍କୁ ସଂଜୟ ଭେଟିଲେ କାହିଁକି ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆସିଛି ବଡ ଟ୍ୱିଷ୍ଟ । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାବିସଙ୍କୁ ଭେଟିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । …

ଦେଶର କୃଷକ ଶକ୍ତିଶାଳୀ ହେଲେ, ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ କାର୍ୟ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କୃଷକମାନଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । କରୋନା ସଙ୍କଟ ସମୟରେ କୃଷି…

ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇନି: ପ୍ରତାପ ଜେନା

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ପର୍ଯ୍ୟଟନସ୍ଥଳୀ । କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର‌୍ୟ୍ୟଟନସ୍ଥଳୀ । ଏନେଇ ପ୍ରସ୍ତୁତି ଚାଲିଛି ହେଲେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତି ନେବେ । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି ବୋଲି କହିଛନ୍ତି ଆଇନମନ୍ତ୍ରୀ…

ପୁରୀ ଓ କୋଣାର୍କକୁ ଗଡିଲା ମୋ ବସ୍‌

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରବିବାର ଦିନ ଜଗନ୍ନାଥ ଧାମ ପୁରୀ ଓ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍ ସେବା । ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । ସୂଚନାନୁଯାୟୀ ଆଜି ସକାଳ ୭ଟା…

ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି…

ଆଜି ୪ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଲଗାତର ୧୦ ରୁ ୧୨ ଦିନ ଧରି ୪ ହଜାର ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି। ରାଜ୍ୟର ୩୦ ଜିଲ୍ଳାରୁ ଆଜି ୩୯୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧୩ ସ୍ଥାନୀୟ ଅଞ୍ଚଳରୁ…

ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର: କରୋନା ଭିତରେ ଆସିଲା ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ରାଜ୍ୟରେ ଅକ୍ଟୋବର ମାସରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । ବିଶ୍ୱ ପର‌୍ୟ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ଗାଇଡଲାଇନ୍ ମଧ୍ୟରେ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ…

କାନ୍ଦି ପକାଇଲେ ଦୀପିକା, ହାତ ଯୋଡି ଏନ୍‌ସିବି କହିଲା ଠିକ୍ ଉତ୍ତର ଦିଅ

ମୁମ୍ବାଇ: କାନ୍ଦି ପକାଇଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ । ଏନ୍‌ସିବି ଆଗରେ ଥରେ କି ଦୁଇ ଥର ନୁହେଁ ତିନିଥର ଭୋ ଭୋ ହୋଇ କାନ୍ଦିଛନ୍ତି ବଲିଉଡର ମସ୍ତାନୀ । ଖେଳିଥିଲେ ଇମୋସନାଲ କାର୍ଡ । ଏନ୍‌ସିବି ଅଧିକାରୀ ତୁହାକୁ ତୁହା ପ୍ରଶ୍ନ କରି ଚାଲିଥିଲେ । ଡ୍ରଗ୍ସ ଲିଙ୍କ ନେଇ ଘନ ଘନ ଜେରା…

ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ ରକୁଲ ପ୍ରୀତ ସିଂହ

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ମିଡିଆ ଟ୍ରାଏଲ୍ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ପିଟିସନରେ ସେ ଦର୍ଶାଇଛନ୍ତି, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବେ ମାମଲାର ତଦନ୍ତ କରୁଛି । ଏନସିବି ତଦନ୍ତ ସାରି କୌଣସି ରିପୋର୍ଟ କୋର୍ଟଙ୍କୁ ନଦେବା ଯାଏ…

କୃଷି ବିଲକୁ ବିରୋଧ: NDA ମେଣ୍ଟକୁ ବାଏ ବାଏ କହିଲା ଶିରୋମଣୀ ଅକାଳୀ ଦଳ

ନୂଆଦିଲ୍ଲୀ: ବିଜେପିକୁ ଝଟକା । କୃଷି ବିଲକୁ ବିରୋଧ କରି ଏନଡିଏ ମେଣ୍ଟରୁ ଅଲଗା ହେଲା ଶିରୋମଣି ଅକାଳୀ ଦଳ । କାଟି ଦେଲା ୨୨ ବର୍ଷର ସମ୍ପର୍କ । ଏନେଇ ଶିରୋମଣି ଅକାଳୀ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଶିରୋମଣି ଅକାଳୀ ଦଳ କହିଛି, ଚାଷୀଙ୍କ ଉତ୍ପାଦର ମାର୍କେଟିଂ ସୁନିଶ୍ଚିତ କରିବା ପାଇଁ…