Latest Odisha News

BREAKING NEWS

ଖୋର୍ଦ୍ଧାରେ ଫଳ ଓ ପରିବା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

ଖୋର୍ଦ୍ଧା: ଫଳ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଫଳ ଓ ପରିବା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଖୋର୍ଦ୍ଧା ଅଗ୍ନିଶମ…

ମାର୍ଚ୍ଚ ୩୧ ଯାଏ କରୋନା କଟକଣା ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କିଛି ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର । ଏହାସହ କରୋନାକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି । ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଲା କରୋନା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ ।…

୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରି ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ, ମେ ୨ରେ ଭୋଟ ଗଣତି

ନୂଆଦିଲ୍ଲୀ : ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…

୧୫ କିଲୋଗ୍ରାମରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍‌ ଠାବ

ନୂଆପଡ଼ା: କମ୍ବିଂ ଅପରେସନ୍‌‌ ‌ବେଳେ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି। ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଚେରେଚୁଆଁ ତନଖି ଫାଟକ ଏବଂ ବନ୍ୟପ୍ରାଣୀ ବିଭାଗ ବିଟ ହାଉସ ନିକଟରେ ଆଜି ପୂର୍ବାହ୍ନରେ ୧୫ କିଲୋଗ୍ରାମରୁ ଉର୍ଦ୍ଧ୍ବ ଓଜନର ଲ୍ୟାଣ୍ଡମାଇନ୍‌ ଠାବ କରାଯାଇଛି।

ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବ ଓଡିଶା ଏଫସି: ଷ୍ଟିଭେନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଶନିବାର ଗୋଆରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି…

ମାର୍ଚ୍ଚ ୮ରୁ ଆରମ୍ଭ ଫିଲ୍ମ ‘ଟାଇଗର୍‌ ୩’ର ସୁଟିଂ

ନୂଆଦିଲ୍ଲୀ: ସଲ୍‌ମାନ ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍‌ ଶୀଘ୍ର ପରଦାରେ ନଜର ଆସିବେ ଦବାଙ୍ଗ୍‌ ବଏ୍‌ ସଲ୍‌ମାନ ଖାନ୍‌। ରିପୋର୍ଟ ଅନୁଯାୟୀ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶ୍‌ମୀ ତାଙ୍କ ଆଗାମୀ ଫିଲ୍ମ 'ଟାଇଗର୍‌ ୩'ର ସୁଟିଂ…

କ୍ରିକେଟ୍‌କୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରେ ଆଜିଠୁ ସନ୍ୟାସ ଗ୍ରହଣ କଲେ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ୟୁସୁଫ୍ ପଠାନ୍ । ବରୋଦାର ଏହି ଧୁଆଁଧାର କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ତା ଛଡା ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା…

୨୫ କିଲୋମିଟର ସ୍କୁଟି ଚଳାଇଲେ ସ୍ମୃତି, ଦିଦିଙ୍କୁ କହିଲେ ତୁମ ସମୟ ଗଲାଣି

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଏବଂ ଟିଏମସି ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ଗୁରୁବାର ମମତା ବାନାର୍ଜୀଙ୍କ ସ୍କୁଟି ରାଲୀକୁ ଟାର୍ଗେଟ କରି ଆଜି ବିଜେପିର ବରିଷ୍ଠ ନେତ୍ରୀ ସ୍ମୃତି ଇରାନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ସୋନାରପୁର ଅଂଚଳରେ ୨୫ କିଲୋମିଟର ସ୍କୁଟି…

ରିଲିଜ୍ ଅପେକ୍ଷାରେ “ସହିଦ ରଘୁ ସର୍ଦ୍ଦାର”

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ ଭଳି ଶବ୍ଦରେ ଅତିଷ୍ଠ ହୋଇପଡିଥିଲେ ସାରା ବିଶ୍ୱ ସମେତ ଓଡିଶାବାସୀ । ଖାସ ସେମାନଙ୍କୁ ମନୋରଂଜନର ଖୋରାକ ଯୋଗାଇବାକୁ ଚଳଚଂଚଳ ହୋଇଉଠିଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଏହି ଧାରାରେ ସାମିଲ ହୋଇ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଓଡିଆ ଫିଲ୍ମ “ଶହୀଦ ରଘୁ…

କ୍ରିକେଟରୁ ଅବସର ଘୋଷଣା କଲେ ବିନୟ କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଆର.ବିନୟ କୁମାର ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୫ ବର୍ଷ କ୍ୟାରିୟରକୁ ସମାପ୍ତ କରିବା ସହଜ ନ ଥିଲା ବୋଲି ୩୭ ବର୍ଷୀୟ ବିନୟ କହିଛନ୍ତି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ…