Latest Odisha News

BREAKING NEWS

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ, ମିଳିଲା ଚାଇନିଜ୍ ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଫରେଷ୍ଟ ଅଞ୍ଚଳରେ ଅନନ୍ତନାଗ ପୋଲିସ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛି । ଆତଙ୍କବାଦୀଙ୍କ ଏହି ଶିବିରରୁ ୩ଟି ଏକେ-56, ୨ଟି ଚାଇନିଜ୍ ପିସ୍ତଲ, ୨ଟି ଚାଇନିଜ୍ ଗ୍ରେନେଡ୍, ଗୋଟିଏ ଟେଲିସ୍କୋପ୍, ୬ଟି ଏକେ ମାଗାଜିନ୍, ୨ଟି ପିସ୍ତଲ ମାଗାଜିନ୍ ସହ ଅନ୍ୟ କେତେକ…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…

ଖୁଣ୍ଟରେ ପିଟିହେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଜୟୱାଡା: ଦୋହାରୁ ପ୍ରାୟ ୬୪ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଶନିବାର ଦିନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଏୟାରପୋର୍ଟରେ ଅବତରଣ ବେଳେ କାରଣରୁ ନିୟନ୍ତ୍ରଣ ହରାଇ ଏକ ପୋଲ୍ କୁ ଧକ୍କା…

ପୁଣି ପୁତ୍ର ସନ୍ତାନର ବାପା-ମାଆ ହେଲେ ସୈଫିନା

ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ…

ଚମୋଲି ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି, ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ପାହାଡ଼ ଧସି ଭୟଙ୍କର ଜଳ ପ୍ରଳୟକୁ ଦୁଇ ସପ୍ତାହ ବିତିଲାଣି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ସୁଡ଼ଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ତପୋବନ ଓ ରୈଣୀ ଅଞ୍ଚଳରୁ ଶହେରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି…

ଭଡ଼ା ଘରେ ସେକ୍ସ ରାକେଟ୍: ୪ ମହିଳା ଉଦ୍ଧାର, ୨ ପୁରୁଷ ଅଟକ

ଭଦ୍ରକ: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଅଚାନକ ଚଢ଼ାଉ କଲା ପୋଲିସ । ସେଠାରୁ ଉଦ୍ଧାର ହୋଇଛନ୍ତି ୪ଜଣ ମହିଳା । ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ସହରର ଡଗମୁଣ୍ଡ ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଏଭଳି ଦେହ ବ୍ୟବସାୟ ଚାଲିଥିଲା । ବିଶେଷସୂତ୍ରରୁ ଖବର ପାଇଁ ରେଡ୍ କରିଥିଲା…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଦେହାନ୍ତ

ସମ୍ବଲପୁର: ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ପରିବାର ସଦସ୍ୟଙ୍କ କହିବାନୁସାରେ, ଏହି ସ୍ୱାଧୀନତା ସଂଗ୍ରାମୀ ଜଣକ ଗତ ତିନି ଦିନ ଧରି…

ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା

ଜୟପୁର: ଅଚିହ୍ନା ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରେ ପଡ଼ିଛି ଜଣେ ରକ୍ତ ଜୁଡୁବୁଡୁ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ପଡ଼ିଛି ମର ଶରୀର । କେହି ତାଙ୍କୁ ପଥରରେ ଛେତି ଅତି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ…

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଝିଙ୍କିରିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡିଛି। ଏଯାବତ୍ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ସୂଚନା…

ଦେଶରେ ବଢୁଛି ଦୈନିକ କରୋନା କେସ୍, ଗତକାଲି ଅପେକ୍ଷା ଆଜି ୨% ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ପୁଣି ଭାଇରସ୍ ଭୟ । ହଠାତ୍ ବଢିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୨୬୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି…